Cyclone Ditwah: ଶ୍ରୀଲଙ୍କାରେ ସାମୁଦ୍ରିକ ବାତ୍ୟା ‘ଦିତୱା’ର ତାଣ୍ଡବ, ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କଲାଣି…
ଥିରୁବନନ୍ତପୁରମ୍: ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ‘ଦିତୱା’। ଶ୍ରୀଲଙ୍କାର କୋଟମାଲେ ଅଞ୍ଚଳରେ ଏକ ବିଶାଳ ଭୂସ୍ଖଳନ ଯୋଗୁଁ ଭାରତୀୟ ବାୟୁସେନା ନିରନ୍ତର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ…