NKS Bandh Call: ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ। ଆସନ୍ତାକାଲିର ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ। ଆନ୍ଦୋଳନକୁ ସମର୍ଥନ ନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଦାସ। ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ।…