ସଞ୍ଜୁ, ଅଭିଷେକ, ଈଶାନଙ୍କ ଅର୍ଦ୍ଧଶତକ
ଅହମ୍ମଦାବାଦ:ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୫୬ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତର ଟପ ଅର୍ଡର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଜବରଦସ୍ତ ଫର୍ମରେ ଥିବା ସଞ୍ଜୁ ସାମସନ ୪୬ ବଲରେ ୫ ଚୌକା ଓ ୮ ଛକା ସହାୟତାରେ ୮୯ ରନ କରିଥିଲେ…