Panda Diplomacy: କ’ଣ ଏହି ପାଣ୍ଡା ଡିପ୍ଲୋମାସି…ହାତ ମିଳାଇଲେ ଟ୍ରମ୍ପ-ଜିନପିଙ୍ଗ! ଆମେରିକାକୁ ୨ ପାଣ୍ଡା ଦେବ ଚୀନ୍
ନୂଆଦିଲ୍ଲୀ: ଗୋଟିଏ ପଟେ ବିଶ୍ୱର ଦୁଇ ବଡ଼ ଶକ୍ତି ଆମେରିକା ଓ ଚୀନ୍ ମଧ୍ୟରେ ବ୍ୟବସାୟ, ପ୍ରଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ଅନ୍ୟପଟେ ଏବେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବନ୍ଧୁତାର ବାର୍ତ୍ତା। ଆମେରିକା ଗସ୍ତରେ ଥିବା ଚୀନ୍ ରାଷ୍ଟ୍ରପତି…