Latest Odisha News

BREAKING NEWS

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବଦଳାଇ ଦେଇଛି ବିଶ୍ୱ ରାଜନୀତିର ମାନଚିତ୍ର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ପରବର୍ତ୍ତୀ ସମୟରେ ହୋଇଥିବା ଯୁଦ୍ଧବିରତି କେବଳ ଉପସାଗରୀୟ ଅଞ୍ଚଳକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ପରିସ୍ଥିତି ଏପରି ଏକ ସ୍ଥିତିରେ ପହଞ୍ଚିଛି ଯେ ଏହି ଯୁଦ୍ଧ ଏକ "ନୂତନ ବିଶ୍ୱ…

ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା-ଇରାନ ମଧ୍ୟରେ ସଂଘର୍ଷ; ଜଣେ ଭାରତୀୟ ନାବିକ ମୃତ, ୧୭ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ସଂଘର୍ଷ ଦେଖାଦେଇଛି । ଯାହା ଫଳରେ ଏହାର ଶିକାର ହୋଇଛନ୍ତି ଭାରତୀୟ ନାଗରିକ । ଉଭୟଙ୍କ ମଧ୍ୟରେ ଗୁଳିଗୋଳା ଜାରି ରହିଥିବାବେଳେ, ଶୁକ୍ରବାର ଭାରତୀୟ ନାବିକଙ୍କୁ ନେଇ ଦୁବାଇରୁ ମାଲ ପରିବହନ କରି ୟେମେନ ଅଭି ଯାଉଥିବା ଏକ…

ଏଲିଏନ୍ ଅଛନ୍ତି କି ନାହିଁ; ଆମେରିକା ଜାରି କଲା ୟୁଏଫଓ..

ୱାଶିଂଟନ: ଏଲିଏନ୍ ଭଳି ଜୀବ ଅଛି କି ନାହିଁ। ସେ ବିଷୟରେ ସସପେନ୍ସ ଶେଷରେ ସମାପ୍ତ ହୋଇପାରେ। ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନ୍, ଅଜ୍ଞାତ ଉଡ଼ନ୍ତା ବସ୍ତୁ (UFO) ସମ୍ବଳିତ ପୂର୍ବ ଫାଇଲଗୁଡ଼ିକର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରକାଶ କରିଛି। ପେଣ୍ଟାଗନ୍ ଏହାକୁ ଆନୁଷ୍ଠାନିକ ଭାବରେ…

କେଉଁଟି ସବୁଠାରୁ ଭଲ, ଫାଇବର ବଡି ନା ଲୁହା କୁଲର? ଜାଣନ୍ତୁ କେଉଁଟି କମ୍ ବିଦ୍ୟୁତ୍ ବ୍ୟବହାର କରେ?

ନୂଆଦିଲ୍ଲୀ: ଚାଲିଛି ଗ୍ରୀଷ୍ମ ଋତୁ । ଭାରତର ଅଧିକାଂଶ ସ୍ଥାନ ଏବେ ଅତ୍ୟଧିକ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ । ତାପମାତ୍ରା ବୃଦ୍ଧି ପାଉଥିବାରୁ, ଆପଣଙ୍କ ଘରକୁ ଥଣ୍ଡା ରଖିବା ଏକ ଜରୁରୀ ଆବଶ୍ୟକତା ହୋଇପଡ଼େ । ସମସ୍ତଙ୍କ ପାଖରେ ଏୟାର କଣ୍ଡିସନର (AC) ଲଗାଇବା ପାଇଁ ବଜେଟ୍ ନାହିଁ, ତେଣୁ…

ମିଶନ ମୋଡରେ ବିଜେପି: ବଙ୍ଗଳାକୁ ଗେରୁଆ କରିବା ପରେ ଏବେ ପଞ୍ଜାବର ପାଳି, ଗୃହମନ୍ତ୍ରୀଙ୍କର ଚାଲିଛି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ବିପୁଳ ବିଜୟ ପାଇବ ପରେ ଏବେ ମିଶନ ପଞ୍ଜାବ ଆରମ୍ଭ କରିଛି। ପଶ୍ଚିମବଙ୍ଗ ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଯୋଡ଼ି ପଞ୍ଜାବରେ ଦଳର ପ୍ରଥମ ବିଜୟ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବେ। ଦଳ ପ୍ରଧାନମନ୍ତ୍ରୀଙ୍କ…

୪୫ କେଜି ବାରାହ ମାଂସ ଜବତ, ୭ ଶିକାରୀ ଗିରଫ

ନୂଆପଡା: ବାନ୍ୟଜନ୍ତୁ ଶିକାରୀ ପାଇଁ କଡା ଆକ୍ସନ ମୋଡ଼ରେ ଏବେ ବନ ବିଭାଗ l ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅଞ୍ଚଳରେ ବାରାହ ଶିକାର କରି ମାଂସ ଭାଗବଣ୍ଟା ସମୟରେ ମାଡି ବସିଲା ବନ ବିଭାଗ l କଟା ମାଂସ ସହ ୭ ଜଣ ଶିକାରୀ ଓ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ଜବତ କରିଛି କୋମନା ବନ ବିଭାଗ l…

The Bengal Files in West Bengal:ଏହି ଦିନ’ଦ ବେଙ୍ଗଲ ଫାଇଲ୍ସ’ ପଶ୍ଚିମବଙ୍ଗରେ ହେବ ରିଲିଜ୍;…

ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ "ଦ ବେଙ୍ଗଲ ଫାଇଲ୍ସ" ଶେଷରେ ପଶ୍ଚିମବଙ୍ଗର ବିଭିନ୍ନ ସିନେମା ହଲରେ ଆସିବ । ଏହି ଚଳଚ୍ଚିତ୍ରଟି ଆସନ୍ତା ଶୁକ୍ରବାର ମେ ୧୫ ତାରିଖରେ ପଶ୍ଚିମବଙ୍ଗରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ପ୍ରଥମେ ଗତ ବର୍ଷ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ବ୍ୟତୀତ…

Modi bowing down: ଆଜିଠୁ ବଙ୍ଗ ବିଜେପି ଗଡ, ଆଣ୍ଠୁ ମାଡି ବଙ୍ଗବାସୀଙ୍କୁ ମୁଣ୍ଡିଆ ମାରିଲେ ମୋଦି

କୋଲକାତା: ଆଜି ଭାରତୀୟ ଜନତା ପାର୍ଟି ବିଜେପି ପାଇଁ ଏକ ଐତିହାସିକ ଦିନ । ପ୍ରଥମ ଥର ପାଇଁ ସ୍ବାଧୀନତା ପରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହୋଇଛି । ବିଦାୟ ନେଇଛନ୍ତି ମମତା ଦିଦି। ଶୁଭେନ୍ଦୁ ଦାଦାଙ୍କ ହାତକୁ ଆସିଛି ବଙ୍ଗ ଶାସନ । ଶନିବାର ବିଜେପିର ପ୍ରଥମ ସରକାରର ଶପଥ ଗ୍ରହଣ ଉତ୍ସବ…

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ GRP କନଷ୍ଟେବଳଙ୍କୁ ଦିନଦ୍ୱିପ୍ରହରରେ ହତ୍ୟା ମାମଲାରେ ଗିରଫଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ପୋଲିସ ଏହି ମାମଲାରେ ଅନେକଙ୍କୁ ଗିରଫ କରିଥିବା ବେଳେ ପଚରାଉଚରା ପାଇଁ ଅନ୍ୟ ପାଞ୍ଚ ଜଣଙ୍କୁ ଅଟକ ରଖିଛି। ତେବେ ସିସିଟିଭି ଫୁଟେଜ୍…

ନବୀନ ନିବାସ ସାମ୍ନାରୁ ହଟିବ ସୁରକ୍ଷା ବ୍ୟାରିକେଡ୍‌!

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ବାସଭବନ ସମ୍ମୁଖରେ ଲଗାଯାଇଥିବା ସୁରକ୍ଷା ବ୍ୟାରିକେଡ୍ ଏବେ ଯାଞ୍ଚଧୀନ ଅଛି। ଯାହା ଫଳରେ ପୂର୍ତ୍ତ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ପୁରୁଣା…