Latest Odisha News

BREAKING NEWS

କାନାଡାର ବ୍ରାମ୍ପଟନରେ ଭୟଙ୍କର ଅଗ୍ନିକାଣ୍ଡ, ଭାରତୀୟ ନାଗରିକ ସମେତ ୫ ମୃତ

ଓଟାୱା: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଚି । ଯେଉଁଥିରେ ଜଣେ ଭାରତୀୟ ନାଗରିକଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରାମ୍ପଟନରେ ଘଟିଥିଲା । ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ, ଏହା ଅଗ୍ନିକାଣ୍ଡରେ ପ୍ରଭାବିତ…

ଶ୍ରୀଲଙ୍କାରେ ‘ଡିଟୱା’ର ତାଣ୍ଡବ; ୫୬ ମୃତ, ଅନେକ ନିଖୋଜ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

କଲମ୍ବୋ: ଘୂର୍ଣ୍ଣିବାତ୍ୟା ‘ଡିଟୱା’ ଦ୍ୱାରା ହୋଇଥିବା ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଶ୍ରୀଲଙ୍କାରେ ଭୟୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଶ୍ରୀଲଙ୍କାରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ନିଖୋଜ ହୋଇଛନ୍ତି । ଅଧିକାରୀମାନେ ସଚେତନ କରିଛନ୍ତି ଯେ ଆଗାମୀ ଘଣ୍ଟାଗୁଡ଼ିକରେ…

Maoists Surrender: ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ଥିଲା ପୁରସ୍କାର ରାଶି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତରରେ ଡିଭିଜନରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନଗୁଡ଼ିକ ନିରନ୍ତର ସଫଳତା ହାସଲ କରୁଛି । ଗୋଟିଏ ପଟେ, ମାଓବାଦୀଙ୍କ ବିରୁଦ୍ଧରେ ବାହିନୀର ଅଭିଯାନ ଲାଲ ଆତଙ୍କକୁ ଦମନ କରୁଛି, ଅନ୍ୟପଟେ ମାଓବାଦୀମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରୁଛନ୍ତି…

Ied Blast: ଆଇଇଡି ବିସ୍ଫୋରଣରେ ମହିଳା ମୃତ, ୨ ଯୁବତୀ ଗୁରୁତର

ରାଉରକେଲା: ଆଇଇଡି ବିସ୍ଫୋରଣରେ ଜଣେ ମଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଯୁବତୀ ଗୁରୁତର ହୋଇଛନ୍ତି । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର କୋଇଭଙ୍ଗାରେ ଶୁକ୍ରବାର ଅପରାହ୍ନରେ ମାଓବାଦୀମାନେ ଏହି ଆଇଡି ବିସ୍ଫୋରଣ କରିଥିଲେ ।…

ରକ୍ତରେ ରଙ୍ଗୀନ ସିଇସିଙ୍କ ହାତ; କାହିଁକି ଏଭଳି କହିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଚାଲିଥିବା SIR ପ୍ରକ୍ରିୟା ଏବଂ ଅନେକ BLOଙ୍କ ମୃତ୍ୟୁ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲା ଟିଏମସି। ଏହା ପରେ ବରିଷ୍ଠ ଟିଏମସି ସାଂସଦ ଡେରେକ୍ ଓ'ବ୍ରାଏନ୍ କହିଛନ୍ତି, "ଆମେ ପାଞ୍ଚଟି ପ୍ରସଙ୍ଗ ଉଠାଇଥିଲୁ କିନ୍ତୁ ନିର୍ବାଚନ କମିଶନ ଆମର କୌଣସି…

ବିଶ୍ବର ସବୁଠୁ ଉଚ୍ଚ ରାମ ମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆ ଜିଲ୍ଲାର ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠରେ ଶୁକ୍ରବାର ଦିନ  ଭଗବାନ ରାମଙ୍କ ଏକ ୭୭ ଫୁଟ ଉଚ୍ଚ ବିଶିଷ୍ଟ  ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମଠର ୫୫୦ତମ ବାର୍ଷିକୀ, "ସାର୍ଦ୍ଧ…

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ଶୁକ୍ରବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିଛନ୍ତି । କୃଷି ଜଳସେଚନ ପାଇଁ ୧୬୭୩ କୋଟି ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଧାନ କ୍ରୟ ପାଇଁ…

ବାଂଲାଦେଶ ବଦଳରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବ ଟି୨୦ ସିରିଜ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ ବାଂଲାଦେଶ ବଦଳରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ଖେଳିବ । ୨୧ ଡିସେମ୍ବରରୁ ଏହି ସିରିଜ ଆରମ୍ଭ ହେବ । ବିଶାଖପଟନମ ଓ ଥିରୁୱନ୍ତପୁରମରେ ଏହି ମ୍ୟାଚ ଆୟୋଜିତ ହେବ । ବିସିସିଆଇ ଶୁକ୍ରବାର ଏହାର ଘୋଷଣା କରିଛି । ପୂର୍ବରୁ ଅଶାନ୍ତ ବାତାବରଣ ଯୋଗୁ…

ରିଲିଜ ପୂର୍ବରୁ ବିବାଦରେ ଫସିଲା ‘ଧୁରନ୍ଧର’; ମେଜର ମୋହିତ ଶର୍ମାଙ୍କ ପରିବାର ଆଣିଲେ…

ମୁମ୍ବାଇ: ଉତ୍ତର ଭାରତରେ ମୁକ୍ତିଲାଭ କରିବା ପୂର୍ବରୁ ହିଁ ବହୁ ଚର୍ଚ୍ଚିତ ଫିଲ୍ମ ଧୁରନ୍ଧର ବିବାଦରେ ଫସିଥିବା ପରି ନଜର ଆସୁଛି। ମଙ୍ଗଳବାର ଦିନ ସହିଦ ମେଜର ମୋହିତ ଶର୍ମାଙ୍କ ପିତାମାତା ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ ଯେଉଁଥିରେ ଚଳଚ୍ଚିତ୍ରର ମୁକ୍ତିଲାଭକୁ ତୁରନ୍ତ ସ୍ଥଗିତ…

Supplementary Budget: ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ପାଇଁ ଏତିକି କୋଟିର…

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୁମୀର ବିକାଶ ପାଇଁ…