Latest Odisha News

BREAKING NEWS

ଟ୍ରେନ୍ ଉପରେ ପଥର ନ ଫିଙ୍ଗିବାକୁ ପୂର୍ବତଟ ରେଳପଥର ନିବେଦନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ଟ୍ରେନ୍ ଉପରେ ପଥର ନ ଫିଙ୍ଗିବାକୁ ଅନୁରୋଧ କରିଛି। କାରଣ ଏହା ଯାତ୍ରୀ ସୁରକ୍ଷା ଏବଂ ରେଳ ସମ୍ପତ୍ତି ପାଇଁ ଏକ ନିରନ୍ତର ବିପଦ।ଏପରି କାର୍ଯ୍ୟ କେବଳ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଗମ୍ଭୀର ବିପଦରେ ପକାଇନଥାଏ ବରଂ କୋଚଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ,…

ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍‌ଯାପିତ 

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍‌ଯାପନୀ ସମାରୋହ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି…

‍‍ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା: ଓଡ଼ିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ 

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion…

ଟ୍ରାଫିକ ନିୟମ ଉଲ୍ଲଙ୍ଘନ; ୨୪୧ ଯାନର ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ଯାହା ୩୦ ନଭେମ୍ବର ଯାଏ ଚାଲିବ । ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସଚେତନତା ସହ ନିୟମ ଉଲ୍ଲଂଘନକାରୀଙ୍କ…

ଉତ୍ପୀଡ଼ନ ପାଇଁ ନିଜ ପୋଷାକ କିମ୍ବା ଲିପଷ୍ଟିକକୁ ଦୋଷ ଦିଅନ୍ତୁ ନାହିଁ: ଐଶ୍ୱର୍ଯ୍ୟା ରାୟ

ମୁମ୍ବାଇ: ରାସ୍ତାରେ ହେଉଥିବା ଅଶ୍ଳୀଳ କମେଣ୍ଟ ତଥା ଉତ୍ପୀଡ଼ନ ବିରୁଦ୍ଧରେ ଏକ ବୟାନ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଲୋରିଆଲ୍ ପ୍ୟାରିସ୍ ବିଜ୍ଞାପନରେ ଯୋଗ ଦେଇ ଐଶ୍ୱର୍ଯ୍ୟା ରାୟ ଏହି ବୟାନ ଦେଇଥିଲେ ଓ ରାସ୍ତାରେ ହେଉଥିବା …

ଆଗ୍ନେୟଗିରି ଲାଭା କେତେ ମୂଲ୍ୟବାନ? ଜାଣନ୍ତୁ ଏହା କେଉଁ ଜିନିଷରେ ହୁଏ ବ୍ୟବହୃତ..

ନୂଆଦିଲ୍ଲୀ: ଆଗ୍ନେୟଗିରି ହେଉଛି ପୃଥିବୀ ପୃଷ୍ଠରେ ଥିବା ଫାଟ ଯାହା ଗରମ ଲାଭା, ଗ୍ୟାସ ଏବଂ ପାଉଁଶକୁ ବାହାର କରେ। ଏହା ତରଳ ପଥର ବା ମାଗ୍ମାକୁ ପୃଥିବୀରୁ ଖସିଯିବାର ଏକ ଉପାୟ ପ୍ରଦାନ କରେ। ଆମେ ପ୍ରାୟତଃ ଜ୍ୱାଳାମୁଖୀ ବା ଆଗ୍ନେୟଗିରିକୁ ଏକ ବିନାଶକାରୀ ରୂପେ ଦେଖିଛୁ। କିନ୍ତୁ ଏହି…

ECI ର ସଫଳତା: ଚଳିତ ନିର୍ବାଚନରେ ଇଭିଏମ୍ ତଥ୍ୟ ନଷ୍ଟ ହେବା କିମ୍ବା ମାଇକ୍ରୋ-କଣ୍ଟ୍ରୋଲର ଯାଞ୍ଚ ପାଇଁ ଆସିନାହିଁ…

ଭୁବନେଶ୍ୱର: କିଛି ଦିନ ତଳେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନ (୨୪୩ ନିର୍ବାଚନ ମଣ୍ଡଳୀ) ଏବଂ ୮ ଟି ସ୍ଥାନରେ ହୋଇଥିବା ଉପ-ନିର୍ବାଚନରେ କୌଣସି ପରାଜିତ ପ୍ରାର୍ଥୀଙ୍କ ଠାରୁ ଇ.ଭି.ଏମ୍ ତଥ୍ୟ ନଷ୍ଟ ହେବା କିମ୍ବା ମାଇକ୍ରୋ-କଣ୍ଟ୍ରୋଲର ଯାଞ୍ଚ ପାଇଁ କୌଣସି ଆବେଦନ ଆସିନାହିଁ।…

ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌…

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ଉଜ୍ୱଳ ତାରକା, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ଅପନେ ୨ ଫିଲ୍ମ ବନ୍ଦ ହୋଇନି, ଘୋଷଣା କଲେ ମେକର୍ସ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ କଳାକାର ଧର୍ମେନ୍ଦ୍ରଙ୍କ ପରଲୋକ ପ୍ରଶଂସକଙ୍କ ବ୍ୟଥିତ କରିଛି । ଏହା ପରେ ଅପନେ ୨ ଫିଲ୍ମ ବନ୍ଦ ହୋଇଯାଇଥିବା ଖବର ପ୍ରକାଶ ପାଇଥିଲା । ଗୁରୁବାର ଏହାର ପ୍ରଡ୍ୟୁସର ଦୀପକ ମୁକୁଟ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ଅପନେ ୨ ଫିଲ୍ମ ବନ୍ଦ ହୋଇନି ।…