Latest Odisha News

BREAKING NEWS

Will Vijay’s TVK form government?: ବଡ ସଙ୍କଟରେ ବିଜୟ, କେମିତି ଗଢିବେ ସରକାର?

ଥିରୁଅନନ୍ତପୁରମ୍: ଜିତାଇ ଦେଲେ ଜନତା ହେଲେ ଗଢି ପାରୁନାହାନ୍ତି ସରକାର… ଶାସନ ଡୋର ହାତରେ ଥାଇ ବି ୫ ଆସନ ଦୂର ଏବେ କ’ଣ କରିବେ ଥାଲାପତି ବିଜୟ? ତାମିଲନାଡୁରେ TVK ବିଜୟଙ୍କ ନେତୃତ୍ୱରେ ସରକାର ଗଢିବାର ବାଟ ଏବେ ଅସ୍ପଷ୍ଟ ରହିଛି। କାରଣ ଗତକାଲି ଅର୍ଥାତ୍ ମେ ୭ରେ ବିଜୟ…

ନାସିକ୍ TCS କାଣ୍ଡ: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ: ବହୁଚର୍ଚ୍ଚିତ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ରେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଧର୍ମାନ୍ତରୀକରଣ ଅଭିଯୋଗରେ ଅଭିଯୁକ୍ତ ନିଦା ଖାନଙ୍କୁ ଗୁରୁବାର ଛତ୍ରପତି ସମ୍ଭାଜୀନଗରରୁ ଗିରଫ କରାଯାଇଛି। ନାସିକ୍ ପୁଲିସ କମିସନର ସନ୍ଦୀପ କର୍ଣ୍ଣିକ କହିଛନ୍ତି ଯେ ତାଙ୍କୁ ଛତ୍ରପତି…

ଇରାନର ସବୁଠୁ ବଡ଼ ପୋର୍ଟ ସିଟିରେ ଆମେରିକାର ହମଲା

ତେହେରାନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିରତିର ଉଡିଲା ଧଜ୍ୟା। ଇରାନର ସବୁଠୁ ବଡ଼ ଦୀପ କ୍ୱେଶମ୍ ଏବଂ ପୋର୍ଟ ସିଟି ବନ୍ଦର ଆବାସ ଉପରେ ଆମେରିକାର ମିଶାଇଲ ଏବଂ ଡ୍ରୋନ ହମଲା। ଆମେରିକାର ସେନା ଇରାନର ରଣନୈତିକ ଗୁରୁତ୍ୱପୂର୍ଣ୍ଣ କ୍ୱେଶମ୍ ଏବଂ ବନ୍ଦର ଆବାସ ବନ୍ଦର ଉପରେ ଆକ୍ରମଣ କରିଛି। ଇରାନୀ…

କିଏ ବନିବେ ବଙ୍ଗଳାର ମୁଖ୍ୟମନ୍ତ୍ରୀ? ସିଏମ୍ ଚେହେରାରେ ମୋହର ମାରିବେ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କୋଲକାତା: କିଏ ବନିବେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ? ଆଜି ଘୋଷଣା ହୋଇପାରେ ସିଏମଙ୍କ ନାଁ। ବିଜେପିର ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ ହେବ। କେନ୍ଦ୍ର ଗୃହମନ୍ତ୍ରୀ ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ୍ ଶାହ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା…

ବାଲିଅନ୍ତାରେ କାହିଁକି ଉପୁଜିଲା ଅଭାବନୀୟ ସ୍ଥିତି? ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଦୃଢ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ବାଲିଅନ୍ତା ବର୍ବରକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ । ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛିି ପୋଲିସ ଭାଇରାଲ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ସ୍ପେସିଆଲ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ବାହାରେ ହୋହାଲ୍ଲା…

ଗାଁରେ ବ୍ୟାପୁଛି ଜଣ୍ଡିସ୍‌,୧୭ ନମୁନାରୁ ୯ ଜଣ ଜଣ୍ଡିସରେ ଆକ୍ରାନ୍ତ

କଳାହାଣ୍ଡି:ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା । ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ତେବେ ସଂଗ୍ରହ ହୋଇଥିବା ପ୍ରାୟ ୧୭ ଟି…

କ୍ରିକେଟ ଟିକେଟ ନାଁରେ ୫୪ ହଜାର ଟଙ୍କା ଠକେଇ ଅଭିଯୋଗ;ବାପା-ପୁଅ ଗିରଫ

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲେ ନକଲି ପୋଲିସ ଅମିତ କୁମାର ଓଝା । ଖବର ଅନୁଯାୟୀ, ନିଜକୁ ପୋଲିସ ଅଫିସରର ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଠକୁଥିଲେ । ଖେଳ ଟିକେଟ୍ ଦେବା ନାଁରେ…

ପିତାମାତାଙ୍କ ଏହି ୫ଟି ଭୁଲ୍ ପିଲାମାନଙ୍କୁ ତିକ୍ତ ଅନୁଭବ କରାଏ, ସତର୍କ ରୁହନ୍ତୁ ଧ୍ୟାନ ଦିଅନ୍ତୁ..

ନୂଆଦିଲ୍ଲୀ: ପିତାମାତାମାନେ ପ୍ରାୟତଃ ଭୁଲ କରନ୍ତି, ଅଜାଣତରେ, ଯାହା ଧୀରେ ଧୀରେ ସେମାନଙ୍କ ପିଲାମାନଙ୍କ ମନରେ ଦୂରତା ଏବଂ ତିକ୍ତତା ସୃଷ୍ଟି କରେ । ପିତାମାତାଙ୍କର ଏହି ୫ଟି ଅଜଣା ଭୁଲ ବିଷୟରେ ଜାଣନ୍ତୁ ଯାହା ସମ୍ପର୍କକୁ ଦୁର୍ବଳ କରିପାରେ... ପିତାମାତାମାନେ ପ୍ରାୟତଃ ସେମାନଙ୍କ…

ଇତିହାସ ରଚିଲେ ଆରସିବି ପେସର ଭୁବନେଶ୍ୱର

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପେସ ବୋଲର ଭୁବନେଶ୍ୱର କୁମାର ଇତିହାସ ରଚିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେ ପ୍ରଥମ ପେସ ବୋଲର ଭାବେ ଏହି ଟୁର୍ଣ୍ଣାମେଂଟରେ ୨୦୦ ମ୍ୟାଚ ଖେଳିବା ସୌଭାଗ୍ୟ ଅର୍ଜନ…

ଫୁଲ୍ କ୍ରିମ୍ କ୍ଷୀର ନା ଟୋଣ୍ଡ କ୍ଷୀର: ଆପଣଙ୍କ ପାଇଁ କେଉଁଟି ସ୍ୱାସ୍ଥ୍ୟକର? ପାର୍ଥକ୍ୟ କ’ଣ?

ନୂଆଦିଲ୍ଲୀ: ଫୁଲ-କ୍ରିମ୍ ଏବଂ ଟୋଣ୍ଡ କ୍ଷୀର ମଧ୍ୟରେ କ’ଣ ପାର୍ଥକ୍ୟ ଅଛି, ଏବଂ କେଉଁଟି ଆପଣଙ୍କ ପାଇଁ ଭଲ? ଉଭୟର ଲାଭ ଏବଂ କ୍ଷତି ବିଷୟରେ ଜାଣନ୍ତୁ, ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଆଧାରିତ ସଠିକ୍ ପସନ୍ଦ କରନ୍ତୁ । କ୍ଷୀର ଆମ ଦୈନନ୍ଦିନ ଖାଦ୍ୟର ଏକ ଅତ୍ୟାବଶ୍ୟକୀୟ ଅଂଶ । ଏଥିରେ…