Latest Odisha News

BREAKING NEWS

ଆଇଇଡି ବିସ୍ଫୋରଣରେ ମହିଳା କନଷ୍ଟେବଳ ଆହତ

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ ଷ୍ଟେସନ ଅଧୀନରେ ଥିବା ଗୋଗୁଣ୍ଡା ଅଞ୍ଚଳର ଜଙ୍ଗଲ ପାହାଡ଼ରେ ଏରିଆ ଡୋମିନେସନ୍ ଡ୍ୟୁଟିରେ ଥିବା ସମୟରେ ଆଇଇଡି ବିସ୍ଫୋରଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଏହି ଘଟଣାରେ କନଷ୍ଟେବଳଙ୍କ ଗୋଡରେ ଆଘାତ ଲାଗିଛି। ରିପୋର୍ଟ…

Siddaramaiah or Shivakumar?: ମୁଖ୍ୟମନ୍ତ୍ରୀ ଚୌକିରେ ବସିବ କିଏ?

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖିଆ ପଦ ପାଇଁ ଚାଲିଛି ଟଣାଓଟରା...ତୀବ୍ର ହେଉଛି ସିଦ୍ଧରମୈୟା- ଶିବକୁମାର ଲଢେଇ...ଏବେ ଦିଲ୍ଲୀରେ ହେବ ଫଇସଲା...କର୍ଣ୍ଣାଟକ ଚୌକିରେ ବସିବ କିଏ?... କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଲଢ଼େଇ ଶୀର୍ଷରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ…

Maoist arrested: ଅସ୍ତ୍ରଶସ୍ତ୍ର ସହ ମାଓବାଦୀ ରାଜା ହେମନ୍ତ ଗିରଫ

ବିଶ୍ରା: ଝାଡ଼ଖଣ୍ଡରେ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଅଧୀନରେ ଲୋହରଦଗା ପୋଲିସକୁ ଏକ ବଡ଼ ସଫଳତା ହାସଲ କରିଛି।  ଝାଡ଼ଖଣ୍ଡର ଲୋହାରଦଗା ପୋଲିସ ଜଣେ ମାଓବାଦୀକୁ ଗିରଫ କରିଛି। ସେ ହେଉଛି ଭାକପା ମାଓବାଦୀ ସଙ୍ଗଠନର ଆଞ୍ଚଳିକ କମାଣ୍ଡର ତଥା ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା…

କାର୍ଯ୍ୟରେ ଅବହେଳା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ, ବନ୍ଦ ହେଲା ୯୧ ସରକାରୀ ଅଧିକାରୀଙ୍କ ଦରମା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି। ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସର୍…

ପ୍ରତ୍ୟାହୃତ ହେଲା ବସ୍‌ ବନ୍ଦ ଡାକରା

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ବସ୍‌ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ। ବସ୍‌ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ୍‌ ସଂଘର ସୂଚନା। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି…

କଇଁଛଙ୍କ ଅଣ୍ଡାଦାନ ପାଇଁ ଜାରି ହେଲା କଟକଣା

ଭୁବନେଶ୍ୱର: ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ ଚାଲିଥିବାବେଳେ ଗଭୀର ସମୁଦ୍ର ମଧ୍ୟରୁ କଇଁଛଙ୍କ ଏକ ଏକ୍ସକ୍ଲୁସିଭ୍‌ ଭିଡିଓ ସାମ୍ନାକୁ ଆସିଛି । ହଜାର ହଜାର ମାଇଲ ଦୂର…

ସୁରକ୍ଷିତ ଅଛି କି ଗମ୍ଭୀର,ଅଗରକରଙ୍କ ପଦ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କ୍ଲିନ ସୁଇପ ହେବା ପରେ ଏବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ବିଶେଷ ଭାବେ ସମାଲୋଚିତ ହୋଇଛନ୍ତି । ସେମାନଙ୍କ କେତେକ ନିଷ୍ପତିକୁ ପୂରୁଣା ଖେଳାଳି ଏବଂ ସମୀକ୍ଷକ ପସନ୍ଦ କରି ନାହାନ୍ତି । ଏପରିକି ଉଭୟ ସେମାନଙ୍କ ପଦ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ପ୍ରବେଶରୁ ଧୀରେ ଧୀରେ ଦୂରେଇ ଯାଉଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିବା ପାଇଁ ଭାରତ କ୍ରମାଗତ ଉଦ୍ୟମ କରୁଥିଲେ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ଲିନ ସୁଇପ ହେବାପରେ ଟିମ ଇଣ୍ଡିଆର ଫାଇନାଲ ପ୍ରବେଶ ଆଶା କଠିନ ହୋଇ ପଡିଛି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ…

ପାକିସ୍ତାନ ଆତଙ୍କୀକୁ ଖୋଜୁଛି ଆମେରିକା, ଭାରତ ପାଇଁ ବି ବିପଦ…

ନୂଆଦିଲ୍ଲୀ: ପାକିସ୍ତାନରେ ବସିଛି ୧୦ ଲକ୍ଷ ଡଲାରର ଆତଙ୍କୀ...ଜହ୍ଲାଦ ଆତଙ୍କବାଦୀକୁ ଲୁଚାଇ ରଖିଛି ପାକିସ୍ତାନ...ଖୋଜୁଛି ଆମେରିକା... ପାକିସ୍ତାନରେ ରହୁଥିବା ସବୁଠାରୁ ବିପଦଜନକ ଆତଙ୍କବାଦୀ ଓସାମା ମହମୁଦ ଉପରେ ଆମେରିକା ୧୦ ଲକ୍ଷ ଡଲାରର ପୁରସ୍କାର ରଖିଛି। ଓସାମା ହେଉଛନ୍ତି ଅଲ-କାଏଦାର…

Teacher Transfer: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗ; ନେତାଙ୍କ ସୁପାରିଶ କ୍ଷମତାକୁ ହାଇକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ବର :ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ଝଟକା। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ । ଏ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଖାରଜ କରିଛନ୍ତି। ଏପରି କଲେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହେବ ବୋଲି…