Latest Odisha News

BREAKING NEWS

GanJa Seized: ରେଲୱେ ‌ଷ୍ଟେସନ୍‌ରୁ ୨୬ କେଜି ଗଞ୍ଜେଇ ଜବତ, ୩ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ

ରାଉରକେଲା: ରାଉରକେଲା ରେଲୱେ ‌ଷ୍ଟେସନ୍‌ରୁ ବଡ ଧରଣର ଗଞ୍ଜେଇ ଚାଲାଣ ଧରାପଡିଛି । ସେମାନଙ୍କ ଠାରୁ ପ୍ରାୟ ୨୬ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ…

ଏହି ତିନି ଦିନ ୨୫ ବର୍ଷର ଅମୃତକାଳର ଅମୃତବେଳା: ପ୍ରଭାତୀ ପରିଡା

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୬ ରୁ ୧୮ ତାରିଖ ଦେଶର ୨୫ ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି । ଏନେଇ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଂସଦରେ ତ୍ରିଦିବସୀୟ ମାତୃଶକ୍ତି ବନ୍ଦନ ଅଧିନିୟମ ଉପରେ ବିଷଦ…

କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ। ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସ୍‌ଲେ। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ୯୨ ବର୍ଷ ବୟସରେ ଆଖି ବୁଝିଲେ ଆଶା ଭୋସ୍‌ଲେ। ତାଙ୍କ ପରଲୋକ ଭାରତୀୟ ସଙ୍ଗୀତରେ ଏକ ଯୁଗର ଅନ୍ତ…

Rath Workshop: ରଥ ଖଳା ସୁରକ୍ଷା ଚିନ୍ତା; ଲାଗିବ ୧୨ଟି କ୍ୟାମେରା

ପୁରୀ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା ରହିଥିବାବେଳେ ରଥାନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥର ରଥ ଖଳାରେ ଲାଗିବ ସିସିଟିଭି କ୍ୟାମେରା । ୧୨ଟି ସିସିଟିଭି କ୍ୟାମେରା ଜଗିବେ ସମ୍ପୂର୍ଣ୍ଣ ରଥ ଖଳାକୁ । ରଥ ଖଳାର ସୁରକ୍ଷାକୁ ଫୋକସରେ ରଖି ଏହି ଭଳି ନିଷ୍ପତ୍ତି ନିଆଯାଇଛି । ତେବେ PTZ…

ହର୍ମୁଜରୁ ଓଡ଼ିଶା ଫେରିଲେ ମେରାଇନ ଅଫିସର ଅଶୋକ ଦୀକ୍ଷିତ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିରେ ହର୍ମୁଜରେ ୩୬ ଦିନ ଧରି ଫସିଥିଲେ ଓଡ଼ିଆ ପୁଅ ଅଶୋକ ଦୀକ୍ଷିତ। ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ଷ୍ଟ୍ରେଟ ଅଫହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ ।…

PM Modi Prays for Asha Bhosle : ହସ୍ପିଟାଲରେ ୯୨ ବର୍ଷୀୟ ଆଶା ଭୋସଲେ, ଚିନ୍ତା ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତୀୟ ସିନେମାର ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ଶନିବାର ରାତିରେ ହୃଦଘାତ ହେବା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାତୁଣୀ ଜନାଇ ଭୋଁସଲେ ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ଏହି ଖବର ପ୍ରସାରିତ ହେବା ମାତ୍ରେ ପ୍ରଶଂସକ…

US-Iran war talks: ଫେଲ୍ ଇରାନ ଏବଂ ଆମେରିକା ଆଲୋଚନା, କ’ଣ ଏବେ ଆଉ ଖୋଲିବନି ହରମୁଜ୍ ପ୍ରଣାଳୀ?

ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ କରିବ ଏବଂ ସମାଧାନର ବାଟ ଫିଟାଇବ, ବିଶେଷକରି ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଆଶା କରାଯାଉଥିଲା।…

ଚୀନକୁ ଟ୍ରମ୍ପଙ୍କ ଚେତାବନୀ: ଇରାନକୁ ଅସ୍ତ୍ର ପଠାଇଲେ ସୃଷ୍ଟି ହେବ ‘ବଡ଼ ସମସ୍ୟା’

ୱାଶିଂଟନ: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିଲା। କିନ୍ତୁ ଏହି ଶାନ୍ତି ଆଲୋଚନା ବିଫଳ ହେଲା। କୌଣସି ନିଷ୍କର୍ଷ ନବାହାରିବାରୁ ଆମେରିକା ଫେରିଗଲେ ଜେଡି ଭାନ୍ସ। କୌଣସି ବୁଝାମଣା କରିବାକୁ ଇରାନ ପ୍ରସ୍ତୁତ ନୁହେଁ କହିଲେ ଜେଡି ଭାନ୍ସ। ଏହି ସମୟରେ…

PM Modi Writes To All Parties: ସବୁଦଳର ସାଂସଦଙ୍କୁ କାହିଁକି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦଳର ଫ୍ଲୋର ନେତାମାନଙ୍କୁ ଚିଠି ଲେଖି 'ନାରୀ ଶକ୍ତି ବନ୍ଦନା ଆଇନ'କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚିଠିରେ…