ପାକିସ୍ତାନ ଆତଙ୍କୀକୁ ଖୋଜୁଛି ଆମେରିକା, ଭାରତ ପାଇଁ ବି ବିପଦ…
ନୂଆଦିଲ୍ଲୀ: ପାକିସ୍ତାନରେ ବସିଛି ୧୦ ଲକ୍ଷ ଡଲାରର ଆତଙ୍କୀ...ଜହ୍ଲାଦ ଆତଙ୍କବାଦୀକୁ ଲୁଚାଇ ରଖିଛି ପାକିସ୍ତାନ...ଖୋଜୁଛି ଆମେରିକା...
ପାକିସ୍ତାନରେ ରହୁଥିବା ସବୁଠାରୁ ବିପଦଜନକ ଆତଙ୍କବାଦୀ ଓସାମା ମହମୁଦ ଉପରେ ଆମେରିକା ୧୦ ଲକ୍ଷ ଡଲାରର ପୁରସ୍କାର ରଖିଛି। ଓସାମା ହେଉଛନ୍ତି ଅଲ-କାଏଦାର…