Latest Odisha News

BREAKING NEWS

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ବର୍ଷା ନେଇ ଆଜି ପାଇଁ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଜାରି…

ଭୁବନେଶ୍ୱର: କାଳବୈଶାଖୀ ନେଇ ପୁରା ଓଡ଼ିଶାକୁ ଆଲର୍ଟ ଜାରି ହୋଇଛି । କିଛି କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ କାଳବୈଶାଖୀ । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ଦେଶରେ ସିରିଏଲ ବ୍ଲାଷ୍ଟ ଏବଂ ପୋଲିସ ଉପରେ ଆକ୍ରମଣ ଯୋଜନା ପଣ୍ଡ, ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ (ATS) ଏକ ପାକିସ୍ତାନୀ ମଡ୍ୟୁଲ୍‌ର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀମାନେ ଦେଶର ସମ୍ବେଦନଶୀଳ ସ୍ଥାନରେ ସିରିଜ୍ ବିସ୍ଫୋରଣ ଏବଂ ପୋଲିସ ଦଳ ଉପରେ ଆକ୍ରମଣ ଯୋଜନା କରୁଥିଲେ ।…

‘ଏହା ଏକ ଯୋଜନାବଦ୍ଧ ହତ୍ୟା, ବିଜେପି ଏଠାକାର ଗୁଣ୍ଡାମାନଙ୍କୁ ନିପାତ କରିବ’, ପିଏଙ୍କ ହତ୍ୟା ପରେ…

କୋଲକାତା: କୋଲକାତା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଆକ୍ରମଣରେ ଅଧିକାରୀଙ୍କ ପିଏସ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରଠାରୁ ସ୍ଥାନୀୟ ପୋଲିସ ଆକ୍ରମଣକାରୀଙ୍କୁ ଖୋଜୁଛି । ପୋଲିସ ଆକ୍ରମଣକାରୀଙ୍କ କାର ଏବଂ ବାଇକ୍ ଜବତ କରିଛି ।…

ମେ ୧୮ରେ ଅବସର ନେବେ କି ଧୋନୀ !

ଚେନ୍ନାଇ: ଚଳିତ ଆଇପିଏଲରେ ଆରମ୍ଭରୁ ଖରାପ ପ୍ରଦର୍ଶନ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ଟ୍ରାକକୁ ଫେରିବା ସହ ପ୍ଲେ ଅଫ ପ୍ରବେଶ ଆଶା ମଜଭୁତ କରିଛି । ଦଳର ଷ୍ଟାର ଖେଳାଳି ଏମଏମ ଧୋନୀ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ଖେଳି ନାହାନ୍ତି । ସେ ଫିଟ ହୋଇଥିଲେ ମଧ୍ୟ କାହିଁକି ଖେଳୁ ନାହାନ୍ତି…

India’s exports hit record:ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନୂତନ ରେକର୍ଡ କଲା ଭାରତ… $୮୬୩ ବିଲିୟନ…

ନୂଆଦିଲ୍ଲୀ:୨୦୨୬ ଆର୍ଥିକ ବର୍ଷରେ ଭାରତ ରପ୍ତାନି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛି। ଭାରତର ମୋଟ ରପ୍ତାନି ୨୦୨୫-୨୬ ଆର୍ଥିକ ବର୍ଷରେ ୮୬୩.୧୧ ଅରବ ଆମେରିକୀୟ ଡଲାରର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ୮୨୫.୨୬ ଅରବ ଡଲାର ଥିଲା । ଏହିପରି, ମୋଟ…

ବିଜୟଙ୍କୁ ସମର୍ଥନ ପାଇଁ ମନାକଲା AIADMK, ସଂଖ୍ୟାଗରିଷ୍ଠତା ପ୍ରମାଣ ନେଇ ବଢ଼ିଲା ଅଡୁଆ

ଚେନ୍ନାଇ: ତାମିଲନାଡୁରେ ସରକାର ଗଠନରେ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଏଆଇଏଡିଏମକେ। ଦଳ କୌଣସି ପରିସ୍ଥିତିରେ ଟିଭିକେକୁ ସମର୍ଥନ କରିବନାହିଁ ବୋଲି କହିଛନ୍ତି ଦଳୀୟ ନେତା। ଟିଭିକେ ଏହାର ପ୍ରଥମ ନିର୍ବାଚନୀ ପଦାର୍ପଣରେ ପ୍ରଭାବଶାଳୀ ୧୦୮ ଆସନ…

ମୁଁ ଇସ୍ତଫା ଦେବିନି, ମୋତେ ବରଖାସ୍ତ କର: ମମତା ବାନାର୍ଜୀ 

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ଅସନ୍ତୋଷ ପ୍ରକାଶ କରି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରାର୍ଥୀମାନଙ୍କୁ ଷଡ଼ଯନ୍ତ୍ର କରି ବଳପୂର୍ବକ ପରାସ୍ତ କରାଯାଇଛି। ସେ ଏଥିପାଇଁ ନିର୍ବାଚନ କମିଶନ, ପଶ୍ଚିମବଙ୍ଗ ପୋଲିସ, ସିଆରପିଏଫ ଏବଂ ମୁଖ୍ୟ ନିର୍ବାଚନ…

ଆରସିବି ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱ ଓ ବ୍ୟକ୍ତିଗତ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ହାର୍ଦ୍ଦିକ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ଖେଳି ନ ଥିଲେ । ତାଙ୍କ ସ୍ଥାନରେ…

ଅଗଷ୍ଟ ୧୨ରେ ଲାଗିବ ସବୁଠୁ ଲମ୍ବା ସୂର୍ଯ୍ୟ ପରାଗ…

ନୂଆଦିଲ୍ଲୀ: ୧୨ ଅଗଷ୍ଟ, ୨୦୨୬ରେ ଆକାଶରେ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦୃଶ୍ୟ ଦେଖାଯିବ। ଏହି ଦିନ ଏକ ବଳୟକାର ସୂର୍ଯ୍ୟଗ୍ରହଣ ଲାଗିବ। ଯାହାକୁ "ରିଙ୍ଗ ଅଫ୍ ଫାୟାର" ମଧ୍ୟ କୁହାଯାଏ। ଏହି ସମୟରେ ଚନ୍ଦ୍ର, ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଢାଙ୍କିବ ନାହିଁ ଯାହା ଫଳରେ ଏହା ଏକ ଉଜ୍ଜ୍ୱଳ ଅଗ୍ନି…

ତ୍ରିଶାଙ୍କ ପାଇଁ ଖାସ୍ ବିଜୟ…

ନୂଆଦିଲ୍ଲୀ: ସୁପରଷ୍ଟାର ଥାଲାପତି ବିଜୟ ଜଣେ ଅଭିନେତାରୁ ରାଜନେତା ପାଲଟିଛନ୍ତି। ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ତାଙ୍କୁ ଶାସନ କ୍ଷମତା ଧରାଇଛି। ତାଙ୍କ ଦଳ ତାମିଲନାଡୁ ଭେଟ୍ଟି କାଝାଗମ (ଟିଭିକେ) ୧୦୮ ଆସନରେ ଐତିହାସିକ ବିଜୟ ହାସଲ କରିଛି, ଏବଂ ଏବେ ବିଶ୍ୱାସ କରାଯାଉଛି ଯେ…