୩ୟ ଥର ପାଇଁ ମଧ୍ୟ ଭାରତ ଗସ୍ତ ବାତିଲ୍ କଲେ ନେତାନ୍ୟାହୁ, ଦିଲ୍ଲୀ ବୋମା ବିସ୍ଫୋରଣ ସହିତ ଅଛି କି ଲିଙ୍କ୍?
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପୁଣିଥରେ ତାଙ୍କର ଭାରତ ଗସ୍ତ ବାତିଲ କରିଛନ୍ତି। ନେତାନ୍ୟାହୁ ଡିସେମ୍ବରରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ଇସ୍ରାଏଲୀ ଗଣମାଧ୍ୟମ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ସମ୍ପ୍ରତି ଘଟିଥିବା ବିସ୍ଫୋରଣ ପରେ ସୁରକ୍ଷା…