Latest Odisha News

BREAKING NEWS

IMA’s First Female Cadets: ଇତିହାସ ରଚିବେ IMAର ପ୍ରଥମ ମହିଳା କ୍ୟାଡେଟ୍, ପୁରୁଷ କ୍ୟାଡେଟଙ୍କ ସହ କାନ୍ଧକୁ…

ନୂଆଦିଲ୍ଲୀ: ଭାରତୀୟ ସାମରିକ ଇତିହାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ପ୍ରଥମ ଥର ପାଇଁ, ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA) ପାସ୍ କରିଥିବା ମହିଳା କ୍ୟାଡେଟମାନଙ୍କୁ ଜୁନ୍ ୧୩ ତାରିଖରେ ଡେରାଡୁନର ଭାରତୀୟ ସାମରିକ ଏକାଡେମୀରେ ଅନୁଷ୍ଠିତ ହେବାକୁ ଥିବା ପାସିଂ…

ଗାଁରେ ବ୍ୟାପୁଛି ଜଣ୍ଡିସ;୪ ଦିନରେ ହେଲେଣି ୬ ଶିଶୁ ଆକ୍ରାନ୍ତ

ଗଞ୍ଜାମ: ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗାଁରେ ବ୍ୟାପୁଛି ଜଣ୍ଡିସ। ମାତ୍ର ୪ଦିନରେ ୬ ଜଣ ଶିଶୁ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ପ୍ରଥମେ ଜ୍ୱର ହୋଇଥିଲା ଏହାପରେ ଆଖି ହଳଦିଆ ପଡି ଯାଇଥିଲା। ରକ୍ତ ନମୁନା ପରୀକ୍ଷା ହେବା ପରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଚାରି…

INDIA bloc crisis strengthens NDA: ସଂସଦର ଉଭୟ ଗୃହରେ ଦୁର୍ବଳ ହେଉଛନ୍ତି ବିରୋଧୀ ଦଳ, ବହୁମତ ମୁହାଁ ବିଜେପି…

ନୂଆଦିଲ୍ଲୀ: ୨ ବର୍ଷ ପୂର୍ବେ ଲୋକସଭା ନିର୍ବାଚନରେ ​​ବିଜେପି ନେତୃତ୍ୱାଧୀନ ଏନଡିଏକୁ କଡ଼ା ମୁକାବିଲା କରିଥିବା ବିରୋଧୀ ଇଣ୍ଡି ଆଲାଏନ୍ସ ଏହାର ସବୁଠାରୁ ବଡ଼ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ଆଭ୍ୟନ୍ତରୀଣ କଳହ, ସମ୍ପ୍ରତି ନିର୍ବାଚନୀ ପରାଜୟ ଏବଂ ସାଂଗଠନିକ ଦଳଗୁଡ଼ିକର ଦଳତ୍ୟାଗ…

କାହିଁକି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବଙ୍ଗ ବାଘୁଣୀ ?

କୋଲକାତା: ଗଣତନ୍ତ୍ରରେ ସବୁଠାରୁ ବଡ଼ ସତ୍ୟ ହେଉଛି ‘ପରିବର୍ତ୍ତନ’। କିନ୍ତୁ କୌଣସି ଶକ୍ତିଶାଳୀ ଦଳ କ୍ଷମତାରୁ ହଟିବା ମାତ୍ରେ ଏତେ ଶୀଘ୍ର ଧୂଳିସାତ୍ ହୋଇଯାଇପାରେ, ତାହାର ସବୁଠାରୁ ବଡ଼ ଉଦାହରଣ ସାଜିଛି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ, TMC। ଯେଉଁ ମମତା ବାନାର୍ଜୀ ୨୦୧୧ ମସିହାରେ…

ଏଣିକି ୧୫ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ

ଭୁବନେଶ୍ବର: ଟ୍ରାଫିକ ରୁ ମିଳିବ ମୁକ୍ତି । ମାତ୍ର ୧୫ ମିନିଟ୍ ରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ ରାଜଧାନୀ ବାସିନ୍ଦା । ଏକାମ୍ରକାନନରୁ ଓଇଆରସି ଯାଏ ରାସ୍ତା ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ଏକାମ୍ରକାନନ ପାର୍କ ସାମ୍ନାରୁ ହାତୀଆଶୁଣୀ ଯାଏଁ ଦୁଇ ପାଶ୍ୱର୍ ମୁଖ୍ୟ ରାସ୍ତାରେ…

Photos of PM Modi’s tenure: ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଛୁଇଁଥିଲେ ତାଙ୍କ ପାଦ…ହଠାତ୍ ପାକିସ୍ତାନ ମାଟିରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ରେକର୍ଡ ସ୍ଥାପନ କରିଛନ୍ତି। ସେ ମେ ୨୬, ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ଆଜି ଅର୍ଥାତ୍ ଜୁନ୍ ୧୦,୨୦୨୬ ସୁଦ୍ଧା ୪୩୯୯ ଦିନ କାର୍ଯ୍ୟକାଳ ପୂରଣ…

ଚାନ୍ଦିପୁରରେ ଆଜି ଅତ୍ୟାଧୁନିକ ମିସାଇଲ୍ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR) ରୁ ଆଜି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଏକ ଅତ୍ୟାଧୁନିକ ମିସାଇଲ୍‌ର ପରୀକ୍ଷଣ କରାଯିବ। ଏହି…

ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ

ନୂଆଦିଲ୍ଲୀ: ପ୍ରକୋପ ଦେଖାଉଛି ମୌସୁମୀ। ସାରା ଦେଶରେ ଏବେ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି, ଯାହାଫଳରେ ଅଧାରୁ ଅଧିକ ଭାରତରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି। ଭାରତୀୟ ପାଣିପାଗ ବିଭାଗ, IMD ପକ୍ଷରୁ ଦେଶର ୧୭ଟି ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା…

ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା, ଛୁଟି ଉପରେ ଜଳସମ୍ପଦ ବିଭାଗ ଲାଗିଲା ରୋକ୍

ଭୁବନେଶ୍ୱର: ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଛି। ସମ୍ପୂର୍ଣ୍ଣ ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ହେଲେ ମୌସୁମୀ ବର୍ଷା ପୂର୍ବକୁ ଜଳସମ୍ପଦ ବିଭାଗ ଆଗୁଆ ପ୍ରସ୍ତୁତ ହୋଇଛି। ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା ଜାରି କରିଛି ବିଭାଗ। ବନ୍ୟା ଋତୁରେ…

Cabinet reshuffle soon?: ମୋଦି କ୍ୟାବିନେଟରୁ ମନ୍ତ୍ରୀଙ୍କ ଛୁଟି!, କଟିଲା ୨ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ…

ନୂଆଦିଲ୍ଲୀ: କାହାର ରହିବ, କାହାର କଟିବ ଆସନ? ନିର୍ବାଚନ ପୂର୍ବରୁ ବଢିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା… ଜାତୀୟ ରାଜନୀତିରୁ ଏବେ ସବୁଠାରୁ ବଡ଼ ଖବର ଆସୁଛି। ଚାରିଟି ବିଜେପି ରାଜ୍ୟରେ ନୂତନ ରାଜ୍ୟ ସଭାପତିଙ୍କ ଘୋଷଣା ପରେ, ମୋଦି କ୍ୟାବିନେଟରେ ଏକ ବଡ଼ ପରିବର୍ତ୍ତନର…