Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ୨୦୨୬: ନଭେମ୍ବର ୨୮ ଯାଏଁ ବଢିଲା ଫର୍ମ ପୂରଣ ଅବଧି

ଭୁବନେଶ୍ୱର: ବାର୍ଷିକ HSC, SOSC (ପ୍ରଥମ) ଏବଂ ମଧ୍ୟମା ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୨୮ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ତରଫରୁ ଗୁରୁବାର ଦିନ ସୂଚନା ଦିଆଯାଇଛି। ବିଭିନ୍ନ ସ୍କୁଲ ଫର୍ମ ପୂରଣ ପ୍ରକ୍ରିୟା ପାଇଁ…

ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ; ନିର୍ଦ୍ବନ୍ଦ୍ବରେ ହେଲେ ନିର୍ବାଚିତ

ଯାଜପୁର: ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ସୁଚିସ୍ମିତା ଦାସ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନ ୧୧ଟା ଯାଏଁ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସମୀର…

ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପଚାରିଲେ ହାଇକୋର୍ଟ…ଜବାବ ରଖିଲେ ADM

କଟକ: କଟକ ମଣିସାହୁ ଛକ କୋଠା ବାଲକୋନୀ ଭୁଶୁଡ଼ିବା ଘଟଣାକୁ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ । ହାଇକୋର୍ଟ ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପଚାରିଛନ୍ତି । ତେବେ ହାଇକୋର୍ଟରେ ଜବାବ ରଖିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ । ସୂଚନାଥାଉକି, ବ୍ୟକ୍ତିଗତ ଭାବେ ହାଇକୋର୍ଟରେ…

ଚର୍ଚ୍ଚାରେ ସୁଆରେଜଙ୍କ ଝିଅ ଓ ରୋନାଲ୍ଡୋଙ୍କ ପୁଅଙ୍କ ବନ୍ଧୁତା

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲର ଦୁଇ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲୁଇସ ସୁଆରେଜଙ୍କ ପୁଅ ଏବଂ ଝିଅଙ୍କ ବନ୍ଧୁତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ଏହି ଖବରର ସତ୍ୟତା ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୃଷ୍ଟି ହୋଇ ପାରିନି । ରୋନାଲ୍ଡୋ ଜୁନିୟର ଓ ଡେଲଫିନା ସୁଆରେଜଙ୍କ ଫଟୋ…

ପୁରୀ ପୋଲିସକୁ ବଡ଼ ସଫଳତା, ୧୦ ଡକାୟତ ଗିରଫ 

ପୁରୀ: ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା। ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଦୁଇଟି ଡକାୟତି ଗ୍ୟାଙ୍ଗର ୧୦ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ତିନୋଟି ମାଗାଜିନ୍ ସହିତ ବିଭିନ୍ନ…

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର

ପୁରୀ: ଚନ୍ଦନପୁରର ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗ। ମାଲିକ ସଞ୍ଜୟ ଦାସଙ୍କ ଠାରୁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ଦେଢ଼ କିଲୋରୁ ଉର୍ଦ୍ଧ୍ୱ ସୁନା ସହ ୩୦ କିଲୋ ରୂପା ଦୁର୍ବୃତ୍ତ ମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ବାଇକରେ ଆସି ବନ୍ଧୁକ ଦେଖାଇ ଗହଣା…

Saliasahi Eviction: ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର। ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର। ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ। ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି, ଯେତେ…

ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ପୁରୀରେ ଉନ୍ମୋଚିତ

ପୁରୀ: ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବ କପ ତାମିଲନାଡୁ ଠାରେ ଚଳିତ ମାସ ୨୮ରୁ ଆରମ୍ଭ ହେବ। ଏହା ଡିସେମ୍ବର ୧୦ ତାରିଖରେ ଶେଷ ହେବ। ଏହି ହକିର ଟ୍ରଫିକୁ ଆଜି ଅପରାହ୍ନରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି…

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ; ଆଉ ୪ ଜଣଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା କମ୍ପ୍ଲେକ୍ସ ବାହାରେ ନଭେମ୍ବର ୧୦ ତାରିଖରେ ହୋଇଥିବା ଆଇଇଡି ବିସ୍ଫୋରଣର ତଦନ୍ତ ଜୋରଦାର ଚାଲିଛି। ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଗୋଟିଏ ପରେ ଗୋଟିଏ ଗିରଫ କରାଯାଉଛି। ଏନଆଇଏ ବିସ୍ଫୋରଣ ମାମଲାରେ ଆଉ…

Myanmar scam centers: ଜବ୍ ଠକେଇରେ ମିଆଁମାରରେ ଫସିଥିବା ୧୨୫ ଭାରତୀୟ ଉଦ୍ଧାର; ସ୍ୱତନ୍ତ୍ର ବିମାନରେ ଫେରିଲେ

ନୂଆଦିଲ୍ଲୀ:ମିଆଁମାରର ମାୟାୱାଡିରେ ଥିବା କୁଖ୍ୟାତ ଠକେଇ କେନ୍ଦ୍ରରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ମିଆଁମାରର ମାୟାୱାଡିରେ ଥିବା ଏକ ଠକେଇ କେନ୍ଦ୍ରରୁ ମୁକ୍ତ ହେବା ପରେ ଭାରତ ବୁଧବାର ଦିନ ଏକ ସ୍ୱତନ୍ତ୍ର ଆଇଏଏଫ ବିମାନରେ ଥାଇଲ୍ୟାଣ୍ଡରୁ ୧୨୫ ଜଣ…