ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରୁ ଆସୁଛି ଏକ ବଡ଼ ଖବର। ମାତ୍ର ୧୫ ବଲ୍ରେ ଅର୍ଦ୍ଧଶତକ ଏବଂ ଆଇପିଏଲ୍ ଡେବ୍ୟୁରେ ଚମତ୍କାର ବ୍ୟାଟିଂ କରି ସାରା ବିଶ୍ୱର ନଜରକୁ ଆସିଛନ୍ତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରେ ସାମିଲ କରିବା ପାଇଁ ଅନେକ ଦିଗ୍ଗଜ ଦାବି କରୁଥିବା…