ଗମ୍ଭୀରଙ୍କୁ ସମର୍ଥନ ଦେଉ ଦେଉ ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ସୀତାଂଶୁ
ଗୌହାଟୀ: ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହେବା ପରେ ଟିମ ଇଣ୍ଡିଆକୁ ସମାଲୋଚନା ପିଛା ଛାଡୁନି । କୋଚ ଗୌତମ ଗମ୍ଭୀର ବିଶେଷ ଭାବେ ଟାର୍ଗେଟରେ ରହିଛନ୍ତି । ଗୌହାଟୀ ଟେଷ୍ଟ ପୂର୍ବରୁ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ଗମ୍ଭୀରଙ୍କ ସମର୍ଥନରେ ବାହାରିବାକୁ ଯାଇ ଖେଳାଳିଙ୍କ ଉପରେ…