Latest Odisha News

BREAKING NEWS

ମହିଳା ବିଡିଓଙ୍କୁ ଆକ୍ରମଣ ଉଦ୍ୟମ, ବିଲ୍ ପାସ୍ କରିବାକୁ କହି ଘେରିଗଲେ ୩୦ରୁ ଉର୍ଦ୍ଧ୍ଵ ନେତା

କେନ୍ଦ୍ରାପଡ଼ା: ବିଡିଓଙ୍କ ଚାମ୍ଵରରେ ଦବଙ୍ଗଗିରି। ମହିଳା ବିଡିଓଙ୍କୁ ଘେରିଗଲେ, ଲାପଟପ୍ ଉଠାଇ ମାରିବାକୁ ଉଦ୍ୟମ କଲେ। ଶୁକ୍ରବାର ଦିନ ୧୨ଟା ବେଳେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ବିଡିଓଙ୍କ ଉପରକୁ ଆକ୍ରମଣ ହୋଇଛି। ଜଣେ ସ୍ଥାନୀୟ ନେତାଙ୍କ ସହିତ ୩୦ ରୁ ଉର୍ଦ୍ଧ୍ଵ ସମର୍ଥକ ବିଡିଓ ତିଳୋତମା…

ବଡ଼ ଧରଣର ଏନ୍ କାଉଣ୍ଟର, ୧୪ ମାଓବାଦୀ ନିପାତ

ବିଜାପୁର: ଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି। କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ…

ଏଣିକି ଘରେ ଘରେ ଲାଗିବ ସ୍ମାର୍ଟ ମିଟର, କ୍ୟାବିନେଟ୍ ନିଷ୍ପତ୍ତି ପରେ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର। କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ। ଏନେଇ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ୱାଟ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ…

KKR Controversy: ବିବାଦ ପରେ BCCIର ବଡ଼ ପଦକ୍ଷେପ, ଆଇପିଏଲ୍ ୨୦୨୬ ରୁ ବାହାର ହେବେ KKR ଷ୍ଟାର ବୋଲର!

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ବିବାଦ ତେଜିବା ପରେ ଏବେ ମୁହଁ ଖୋଲିଛି ବିସିସିଆଇ। ବିସିସିଆଇ ଶାହରୁଖ ଖାନଙ୍କ ଦଳକୁ ବାଂଲାଦେଶ ଖେଳାଳିଙ୍କୁ ବାହାର କରିବା ପାଇଁ କଡ଼ା ଆଦେଶ ଜାରି କରିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ମାମଲା ଜାରି ରହିଛି। ଏହି କାରଣରୁ ପ୍ରଶଂସକମାନେ କେକେଆରକୁ…

Trump warns Iran: ରାଗ ସୁଝାଇବେ ଟ୍ରମ୍ପ, ସିଧା ଦେଲେ ଯୁଦ୍ଧ ଧମକ!

ନୂଆଦିଲ୍ଲୀ: ଇରାନ ପ୍ରତିବାଦରେ ଟ୍ରମ୍ପଙ୍କ ଏଣ୍ଟ୍ରି ଜେନ୍ ଜେଡଙ୍କୁ କଲେ ସମର୍ଥନ ଖାମେନେଇଙ୍କୁ ଦେଲେ ଧମକ ଇରାନ ବି କହିଲା ନିଜ କଥା ସମ୍ଭାଳ... ଗତ କିଛି ଦିନ ଧରି, ଖାମେନେଇ ସରକାରଙ୍କ ବିରୁଦ୍ଧରେ ସମଗ୍ର ଇରାନରେ ପ୍ରତିବାଦ ଜାରି ରହିଛି। ଲୋକମାନେ ରାସ୍ତାକୁ…

Indian Railways: ଜାନୁଆରୀ ପହିଲାରୁ ନୂଆ ସମୟ ସାରଣୀ ଲାଗୁ କଲା ପୂର୍ବ ତଟ ରେଳପଥ

ଭୁବନେଶ୍ୱର: ନୂଆବର୍ଷରେ ବଦଳିଲା ଟ୍ରେନ୍‌ର ସମୟ ସାରଣୀ। ୨୦୨୬ ଜାନୁଆରୀ ୧ରୁ ନୂତନ ସମୟ ସାରଣୀ ଜାରି କରିଛି ପୂର୍ବ ତଟ ରେଳପଥ। ସଂଶୋଧିତ ସମୟସାରଣୀରେ ନୂତନ ଟ୍ରେନ ପ୍ରଚଳନ, ବିଦ୍ୟମାନ ସେବାର ସମ୍ପ୍ରସାରଣ, ଟ୍ରେନ ଚଳାଚଳର ଫ୍ରିକ୍ୱେନ୍ସି ବୃଦ୍ଧି, ଅତିରିକ୍ତ ଷ୍ଟପେଜ୍, ଟ୍ରେନର ଗତି…

Magh Mela: ପ୍ରୟାଗରାଜରେ ମାଘମେଳା ଆରମ୍ଭ, ସ୍ନାନ-ଦାନରେ କମ୍ପୁଛି ସଙ୍ଗମସ୍ଥଳ

ପ୍ରୟାଗରାଜ: ପୌଷ ପୂର୍ଣ୍ଣିମାରେ ପ୍ରଥମ ସ୍ନାନ ସହିତ ମାଘ ମେଳା ଆରମ୍ଭ ହୋଇଛି। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀଙ୍କ ସଙ୍ଗମସ୍ଥଳରେ ବିଶ୍ୱାସର ଲହରୀ ଉଠୁଛି। ପ୍ରବଳ ଥଣ୍ଡା ସତ୍ତ୍ୱେ, ବ୍ରହ୍ମମୁହୂର୍ତ୍ତରୁ ଭକ୍ତମାନେ ସଙ୍ଗମସ୍ଥଳରେ ସ୍ନାନ ଏବଂ ଦାନ କରୁଛନ୍ତି। ପୌଷ ପୂର୍ଣ୍ଣିମାର…

KBC 17 Finale: କେବିସି ମଞ୍ଚରେ ଲୁହ ଭରା ଆଖିରେ ଏମିତି କହିଲେ ବିଗ୍ ବି…ବିଦାୟ ଦେବା ପୂର୍ବରୁ ଦର୍ଶକଙ୍କୁ…

ମୁମ୍ବାଇ: ସୋନି ଟେଲିଭିଜନର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ 'କୌନ ବନେଗା କରୋଡପତି'ର ସିଜିନ୍ ୧୭ ଏବେ ଶେଷ ହୋଇଛି, ହେଲେ ଛାଡିଯାଇଛି ଅନେକ ସୁବର୍ଣ୍ଣ ସ୍ମୃତି। କିନ୍ତୁ ଏଥରର ବିଦାୟ ସାଧାରଣ ନଥିଲା। ଶୋ'ର ଶେଷ ଦିନରେ, ଯେତେବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର ବିଦାୟ ଭାଷଣ ଆରମ୍ଭ…

ବାଂଲାଦେଶୀ ଖେଳାଳିଙ୍କୁ ନେଇ ବିବାଦରେ ଶାହରୁଖ ଖାନ: ନୀରବତା ବଜାୟ ରଖିଲା ବିସିସିଆଇ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମାଲିକ ଏବଂ ଅଭିନେତା ଶାହରୁଖ ଖାନ ଜଣେ ବାଂଲାଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବା ନେଇ ବିବାଦରେ ଫସିଛନ୍ତି ଏବଂ ମୁସ୍ତାଫିଜୁର ରହମାନଙ୍କୁ ହଟାଇବା ପାଇଁ ତାଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଆଧ୍ୟାତ୍ମିକ ଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ…

ମେକ୍ସିକୋରେ ବଡ଼ ଧରଣର ଭୂମିକମ୍ପ: ୨ ଜଣଙ୍କର ମୃତ୍ୟୁ, ଅନେକ ଆହତ

ମେକ୍ସିକୋ: ଦକ୍ଷିଣ ଆମେରିକୀୟ ଦେଶ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୫। ଜାତୀୟ ଭୂକମ୍ପ ବିଜ୍ଞାନ ସେବା ଅନୁଯାୟୀ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ଏକ…