Latest Odisha News

BREAKING NEWS

Online Fraud: ପାର୍ସଲ ଖୋଲି ଉଡ଼ିଗଲା ଯୁବକଙ୍କ ହୋସ୍! ଅର୍ଡର କରିଥିଲେ କ’ଣ…ଆସିଲା କ’ଣ…

ନୂଆଦିଲ୍ଲୀ: ଅନଲାଇନ୍ ସପିଂ କରିବା ବେଳେ ସାବଧାନ ନ ହେଲେ କେତେ ବଡ଼ ଠକେଇର ଶିକାର ହୋଇପାରନ୍ତି, ତାହାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାର ଜଣେ ଯୁବକ ଆଣ୍ଡ୍ରଏଡ୍ ଡିଭାଇସ୍ ବଦଳରେ ପାର୍ସଲରୁ ଯାହା ପାଇଛନ୍ତି, ତାହା ଆପଣଙ୍କୁ ବି ଚକିତ କରିଦେବ । ଦଙ୍କୌର ଥାନା ଅଞ୍ଚଳର…

କଟକର ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: କଟକ ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲ ଭିତରେ ବୁଧବାର ଦିନ ଜଣେ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ପୂର୍ବରୁ ସାଥୀ ଛାତ୍ରମାନେ ମାରିବାକୁ ଧମକ ଦେଉଥିଲେ। ମୃତକଙ୍କ ନାମ…

ଆସୁଛି ଆଉ ଏକ ଲଘୁଚାପ, ୧୨ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳ ଉପରେ ୫.୮ କିଲୋମିଟର ଉଚ୍ଚତାରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୧ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲେ ୫ ଓରାଙ୍ଗ ଉଟାନ। ବାଲେଶ୍ୱରର ଉଦୟପୁର ଫରେଷ୍ଟ ଅଫିସରୁ ନନ୍ଦନକାନନ ଆସିଲେ ଏହି ବିରଳ ଓରାଙ୍ଗ ଉଟାନ। ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ୫ ଓରାଙ୍ଗ ଉଟାନ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନରେ ରଖାଯାଇ…

ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ

ଲଣ୍ଡନ: ୟୁକେର ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ହଠାତ୍ ଏକ ବଡ଼ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଫ୍ଲାଇଟ୍ ମନିଟରିଂ ୱେବସାଇଟ୍ Flightradar24 ଏବଂ Sky News ର ରିପୋର୍ଟ ଅନୁଯାୟୀ, ଏହି ତ୍ରୁଟି ଯୋଗୁଁ ପ୍ରାୟ ୧୦୦୦ ଉଡ଼ାଣ ବାତିଲ…

ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…

ନୂଆଦିଲ୍ଲୀ: ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି(NCS) ଅନୁଯାୟୀ, ମଙ୍ଗଳବାର ରାତିରେ ବନ୍ୟା ବିଧ୍ୱସ୍ତ ନେପାଳରେ ୫.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ସେହିପରି କିଛି ଘଣ୍ଟା ପୂର୍ବରୁ ତିବ୍ଦତରେ ୫.୩ ତୀବ୍ରତାର…

ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…

କଟକ: ରାଜ୍ୟରେ କୋଚିଂ ସେଣ୍ଟର ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତାକୁ ନେଇ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ଆବଶ୍ୟକ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ସୁରକ୍ଷା ବ୍ୟବସ୍ଥା ନଥିଲେ କୋଚିଂ ସେଣ୍ଟର ବନ୍ଦ କରାଯାଇପାରେ। ଓଡ଼ିଶା ଫାୟାର ଆଣ୍ଡ ଇମର୍ଜେନ୍ସି ସର୍ଭିସ…

ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି…

କଟକ: ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ…

ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ

ଭୁବନେଶ୍ୱର:‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁଚାଷ ’ ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଛି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟରେ ଆଖୁଚାଷକୁ ବଢ଼ାଇବା ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ଓ ସ୍ବତନ୍ତ୍ର ନୀତି ନିମନ୍ତେ ଆଲୋଚନା…

“ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …

ଭୁବନେଶ୍ବର:ଓଡ଼ିଆ ଚଳଚ୍ଚିତ୍ର "ମାଳିପୁଟ ମେଲୋଡିଜ୍" ଆସନ୍ତା ସେପ୍ଟେମ୍ବର ୧୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ । କୋରାପୁଟର କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ ସହ ସଂଘର୍ଷର କାହାଣୀକୁ ନେଇ ଆସୁଛି "ମାଳିପୁଟ ମେଲୋଡିଜ୍" । ଆଧୁନିକତାର ଛାପରେ ଲୋପ ପାଉଥିବା କୂଳ ବେଉସା, ଗ୍ରାମ୍ୟ…