Latest Odisha News

BREAKING NEWS

ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କୁହୁଡ଼ିର ପ୍ରଭାବ, ୧୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର: ରାଜଧାନୀରେ କଲବଲ କରୁଛି ଘନ କୁହୁଡ଼ି। ଅସ୍ତବ୍ୟସ୍ତ ଜନଜୀବନ, ରାସ୍ତାରେ ଯାତାୟାତ ମୁସ୍କିଲ୍। ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ କୁହୁଡ଼ିର ପ୍ରଭାବ। ଆଗାମୀ ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା। ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓ ୪ଟି ଜିଲ୍ଲାକୁ ଅରେଞ୍ଜ…

Saudi-UAE Tension: ସାଉଦି ଆରବ-ୟୁଏଇ ଲଢ଼େଇରେ ୨୦ ଜଣଙ୍କର ମୃତ୍ୟୁ, ୟେମେନ ମାଟିରେ କାହିଁକି ବୋହୁଛି ରକ୍ତ?

ସାନା: ୟେମେନରେ ସାଉଦି ଆରବ ସମର୍ଥିତ ସରକାରୀ ଯୁଦ୍ଧ ବିମାନଗୁଡ଼ିକ UAE ସମର୍ଥିତ ଦକ୍ଷିଣ ଟ୍ରାନ୍ଜିସନାଲ କାଉନସିଲ ଦ୍ୱାରା କବଜା କରାଯାଇଥିବା ଅଞ୍ଚଳଗୁଡ଼ିକ ଉପରେ ବୋମା ମାଡ଼ ଏବଂ ସ୍ଥଳ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ହୋଇଛି ଯେ…

Aparajita Plant: ଏହି ଦିଗରେ ଲଗାନ୍ତୁ ଅପରାଜିତା ଗଛ …ବଦଳିଯିବ ଭାଗ୍ୟ

ଭୁବନେଶ୍ବର: ଅପରାଜିତା ଫୁଲ ନିଜର ସ୍ୱତନ୍ତ୍ର ନୀଳ ରଙ୍ଗ ଯୋଗୁଁ ସହଜରେ ବାରି ହୋଇପଡେ। ଧାର୍ମିକ ଏବଂ ଜ୍ୟୋତିଷ ବିଶ୍ୱାସ ଅନୁସାରେ, ସଠିକ ଦିଗରେ ଏବଂ ସଠିକ୍ ବିଧି ସହିତ ଲଗାଯାଇଥିବା ଅପରାଜିତା ଗଛ ଜଣଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଆର୍ଥିକ ସ୍ଥିରତା ଆଣିପାରେ।ଜ୍ୟୋତିଷ ଏବଂ ବାସ୍ତୁ…

Grok AI: ଭାରତ ସରକାର Grokର ଅପବ୍ୟବହାର ଉପରେ ଦୃଢ଼ ଆଭିମୁଖ୍ୟ; ୭୨ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ କହିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର Grokର ଅପବ୍ୟବହାର ବିରୁଦ୍ଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଏକ ସରକାରୀ ନୋଟିସ ପଠାଇଛି। Grok AIରୁ ଅଶ୍ଳୀଳ କଣ୍ଟେଣ୍ଟ ହଟାଇବାକୁ ସରକାର ନିର୍ଦ୍ଦେଶ…

Odisha Vigilance creates New history: ଦେଶରେ ପ୍ରଶଂସିତ ହେଲା ରାଜ୍ୟ ଭିଜିଲାନ୍ସ ଏକାଡେମୀ; ୨୦ ବର୍ଷର…

ଭୁବନେଶ୍ୱର: ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋରମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି…

ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ; ଏଯାଏଁ ୨୫ ଲକ୍ଷ ପ୍ଲଟର ହେଲାଣି ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ…

Tiger skin seized:୨ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ ସହ ୬ ଗିରଫ

ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ପକ୍ଷରୁ ପୃଥକ ଦୁଇଟି ସ୍ଥାନରେ ଚଢ଼ଉ । ଏଥିରେ  ଦୁଇଟି କଲରାପତରିଆ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ କରାଯାଇଛି । ଏହି ଘଟଣାରେ ବନ ବିଭାଗ ବାପ ପୁଅ ସମେତ ୬ ଜଣଙ୍କୁ ଗିରଫ କରିଛି। ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ ଏ ନେଇ ସୂଚନା ଦେଇଛନ୍ତି ।…

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ଚିତାଳୋ ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ତଥା ବର୍ତ୍ତମାନର ଓଡ଼ିଆ ଭାଷା ଅଧ୍ୟାପକ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ପରିଚାଳନା ପରିଷଦର ପୂର୍ବତନ ସଭାପତି ବଦ୍ରି ନାରାୟଣ ରାୟଙ୍କୁ ୩୨,୦୭,୬୨୦ ଟଙ୍କାର ସରକାରୀ ପାଣ୍ଠି…

୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ…

ଭୁବନେଶ୍ୱର: ୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ। କଳାହାଣ୍ଡିରେ ଥିବା ଥୁଆମୁଳ ରାମପୁର ବନ ବିଭାଗ ମଧ୍ୟରେ ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ (ଏସଏମସି) କାର୍ଯ୍ୟରେ ଅନିୟମିତତାର ତଦନ୍ତ କରି ଲାଞ୍ଜିଗଡ଼ ଅନ୍ତର୍ଗତ ବିଶ୍ୱନାଥପୁରରେ ବନ ରେଞ୍ଜରେ ଅଧିକାରୀଙ୍କ…

ସାଈ ସୁଦର୍ଶନ ଆଘାତପ୍ରାପ୍ତ, ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେନି

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ସାଈ ସୁଦର୍ଶନ ବିଜୟ ହଜାରେ ଟ୍ରଫି ଖେଳୁଥିବା ଅବସରରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ପ୍ରାରମ୍ଭିକ ଚିକିିତ୍ସା ପରେ ତାଙ୍କୁ ସୁସ୍ଥ ହେବା ପାଇଁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି କୁହାଯାଇଛି । ଅହମ୍ମଦାବାଦରେ ତାମିଲନାଡୁ ଓ…