Latest Odisha News

BREAKING NEWS

ୱେଲିଂଟନ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ଼ ଚାଲେଞ୍ଜ, ୫୮ ବର୍ଷରେ ଭାରତ ଜିତିଛି ମାତ୍ର ୫ ମ୍ୟାଚ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ୱେଲିଂଟନ୍‌ର ବେସିନ୍ ରିଜର୍ଭ ଷ୍ଟାଡିୟମ୍‌ରେ ଖେଳାଯିବ । ଟି-୨୦ ଏବଂ ଦିନିକିଆ ସିରିଜ୍ ହାରିବା ପରେ ନ୍ୟୁଜିଲାଣ୍ଡ ଦଳ ଏବେ ଟେଷ୍ଟ ସିରିଜ୍…

Pakistani handlers identified:ଡ୍ରୋନ୍ ମାଧ୍ୟମରେ ଚୋରା ଚାଲାଣ…୨୮ପାକିସ୍ତାନୀ ହ୍ୟାଣ୍ଡଲର ଚିହ୍ନଟ;ସ୍ଥାନୀୟ…

ନୂଆଦିଲ୍ଲୀ:ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ରାଜସ୍ଥାନର ଅଞ୍ଚଳଗୁଡ଼ିକୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ୍ ବିରୋଧରେ ରାଜସ୍ଥାନ ପୋଲିସ ଏକ ନିର୍ଣ୍ଣାୟକ ଅଭିଯାନ ଆରମ୍ଭ କରିଛି। ରାଜସ୍ଥାନ ପୋଲିସ ୨୮ ଜଣ…

69th Grammy Award: ଇତିହାସ ରଚିଲା ତାମିଲ୍ ସଂଗୀତ, ‘Varuvaaiy’ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

ବ୍ୟୁରୋ: ସକିରା କି ଅନ୍ୟ ପପୁଲାର ସିଙ୍ଗରଙ୍କୁ ଭୁଲିଯିବେ ଯେବେ ଶୁଣିବେ ଯେ ପ୍ରଥମ ଥର ପାଇଁ ଗ୍ରାମୀ ପୁରସ୍କାର ପାଇଁ ଚୟନ ହୋଇଛି ଏକ ତାମିଲ ସଙ୍ଗ୍ । ଦେବନ୍ ଏକମ୍ବରମ୍ ଓ ସୁଶାଙ୍କ ଗୀତ ‘ଭାରୁଭାଇ’ ଏବେ ଖୁବ ଚର୍ଚ୍ଚାରେ । କାହିଁକି ନା ସମ୍ମାନଜନକ ୬୯ତମ ଗ୍ରାମୀ ପୁରସ୍କାର ୨୦୨୭ ପାଇଁ…

ବୁଲେଟ୍ ଟ୍ରେନ୍ ପାଇଁ କେଉଁଠାରୁ ବିଦ୍ୟୁତ୍ ଆଣିବେ ସରକାର, ଏହାର ବିଲ୍ ଭରିବ କିଏ?

ନୂଆଦିଲ୍ଲୀ: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍, ଯାହା ଆଖି ପିଛୁଳାକେ କିଛି ମାଇଲ ଅତିକ୍ରମ କରିବ। ଘଣ୍ଟାପ୍ରତି ପ୍ରାୟ ୩୨୦ କିଲୋମିଟର ବେଗରେ ଗତି କରିବ। ପ୍ରାୟ ୨୦୨ ମିଟର ଲମ୍ବ ଏହି ଟ୍ରେନ୍‌ରେ ମୋଟ ୮ଟି କୋଚ୍‌ ରହିବ। ଏହା କେବଳ ପରିବହନରେ ଏକ ନୂତନ ବିପ୍ଳବ ନୁହେଁ ବରଂ ଆଧୁନିକ ଭାରତର…

ବିଧାନସଭାରେ ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ; ୨୪,୧୫୦ କୋଟି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ମୋଟ ଅତିରିକ୍ତ ବ୍ୟୟ ବରାଦ ମଧ୍ୟରୁ ୧୭,୯୯୦ କୋଟି ଟଙ୍କା 'କାର୍ଯ୍ୟକ୍ରମ ବ୍ୟୟ' (Programme…

After Delay Tease: ପ୍ରାଇମ ଭିଡିଓର ବଡ ଘୋଷଣା, ଡିସେମ୍ବର ୩ରେ ‘ପଂଚାୟତ-୫’

ବ୍ୟୁରୋ:ୟୁଟର୍ଣ୍ଣ ମାରିଲା ପ୍ରାଇମ ଭିଡିଓ । ପ୍ରଥମେ ଆସିବନି ଏବେ କହୁଛି ଆସିବ ସେପୁଣି ଶୀଘ୍ର । ଆଜ୍ଞା ହଁ, ଆମେ କହୁଛୁ ପଂଚାୟତ ନାମକ ଏକ ଲୋକପ୍ରୀୟ ଶୋର କଥା । ଦୁଇଦିନ ପୂର୍ବରୁ ପଂଚାୟତର ପରବର୍ତ୍ତୀ ସିଜିନ୍ ଆସିବନି ବୋଲି ଘୋଷଣା କରିଥିଲା ପ୍ରାଇମ ଭିଡିଓ । ବୁଧବାର ପଂଚାୟତ ନୂଆ…

ବାତ୍ୟା କାହିଁକି ଘୂର୍ଣ୍ଣନ କରେ: କେମିତି ଓ କାହିଁକି ସୃଷ୍ଟି ହୁଏ ଏହି ଚକ୍ରବ୍ୟୁହ?

ଘୂର୍ଣ୍ଣିଝଡ଼ ଅନିୟମିତ ଭାବରେ ସୃଷ୍ଟି ହୁଏ ନାହିଁ। ପୃଥିବୀର ଘୂର୍ଣ୍ଣନ (Earth's rotation) ଏବଂ କୋରିଓଲିସ୍ ବଳ (Coriolis force) ଯୋଗୁଁ ବାତ୍ୟା ଘୂରିଥାଏ। ଯେତେବେଳେ ସମୁଦ୍ରର ଗରମ ପାଣି ଉପରୁ ବାୟୁ ଗରମ ହୋଇ ଉପରକୁ ଉଠେ, ସେତେବେଳେ ସେଠାରେ ଏକ ଲଘୁଚାପ (Low-pressure) କ୍ଷେତ୍ର…

ACF ସୌମ୍ୟ ମୃତ୍ୟୁ ମାମଲା; ପତ୍ନୀ ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ 

ଭୁବନେଶ୍ୱର: ସ୍ୱର୍ଗତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଏକ ବଡ଼ ଝଟକା ଲାଗିଛି। ବୁଧବାର ଦିନ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ସେ ବିଚାର ବିଭାଗୀୟ ହାଜତରେ ରହିବେ। ଓଡ଼ିଶା…

Cyclone Akvan: ବାତ୍ୟା ଭୟରେ ଗଜପତିରେ ୨୧ ଯାଏଁ ସ୍କୁଲ ଛୁଟି…

ଭୁବନେଶ୍ବର: ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ସମସ୍ତ ବିଦ୍ୟାଳୟ ତିନି ଦିନ ପାଇଁ ବନ୍ଦ ରହିବ। ଏନେଇ ବୁଧବାର ଦିନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ…

ସ୍ୟାଣ୍ଡପେପରଗେଟ୍ ବିବାଦ ପୁଣି ଥରେ ଚର୍ଚ୍ଚାରେ: ବ୍ୟାଙ୍କ୍ରଫ୍ଟଙ୍କ ବଡ଼ ଦାବି 

ନୂଆଦିଲ୍ଲୀ: ବର୍ଷ ୨୦୧୮ର ଚର୍ଚ୍ଚିତ ସ୍ୟାଣ୍ଡପେପରଗେଟ୍ ବିବାଦ ପୁଣି ଥରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ହଇଚଇ ସୃଷ୍ଟି କରିଛି । ପୂର୍ବତନ ଓପନର୍ କାମରନ୍ ବ୍ୟାଙ୍କ୍ରଫ୍ଟ ଦାବି କରିଛନ୍ତି ଯେ କେପଟାଉନ୍ ଟେଷ୍ଟରେ ବଲ୍ ଟ୍ୟାମ୍ପରିଂ ବିଷୟରେ ସମସ୍ତ ଖେଳାଳି ଜାଣିଥିଲେ ଏବଂ ତାଙ୍କୁ ଜାଣିଶୁଣି…