Latest Odisha News

BREAKING NEWS

ସତରେ କଣ ଏଆଇ ମଣିଷକୁ ଅମର କରିଦେବ !

ସର୍ବଦା ମଣିଷ ଭାବେ ଏ ଭଳି ଏକ ଥିୟୋରୀ ଓ ଟେକ୍ନୋଲୋଜି ଆସନ୍ତା କି ସମସ୍ତେ ଅମର ହୋଇଯାନ୍ତେ । ସମ୍ଭବପର ମନେ ହେଉ ନ ଥିଲେ ମଧ୍ୟ ଏବେ ଏଆଇକୁ ନେଇ ଜଣେ ବୈଜ୍ଞାନିକ ଆଶ୍ଚର୍ଯ୍ୟଜନକ ଦାବୀ କରିଛନ୍ତି । ସେ କହିଛନ୍ତି ୨୦୩୦ ପରେ ଏଆଇ ମଣିଷକୁ ସହଜରେ ମରିବାକୁ ଦେବନି । ସତରେ କଣ ଏହା ସମ୍ଭବ ? ରେ…

ନ୍ୟୁଜିଲାଣ୍ଡର ଏହି ବୋଲର ହେଲେ କେକେଆରର ବୋଲିଂ କୋଚ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଟିମ ସାଉଦି କୋଲକାତା ନାଇଟ ରାଇଡର୍ସର ବୋଲିଂ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଟିମ ପକ୍ଷରୁ ଖେଳିଛନ୍ତି । ତାଙ୍କ ବୋଲିଂ ଅଭିଜ୍ଞତା କେକେଆରକୁ ଫାଇଦାରେ ରଖିବ ବୋଲି ଆଶା…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ପ୍ରଥମ ଦିବସରେ ୧୧ ୱିକେଟର ପତନ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୧ ୱିକେଟର ପତନ ଘଟିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇ ଯାଇଥିଲା । ଆଇଡେନ ମାର୍କରାମ ଦଳ ପକ୍ଷରୁ ସର୍ବାଧିକ ୩୧ ରନ କରିଥିଲେ…

Jay Dholakia: ନୂଆପଡାରେ ବିଜେପିର ରେକର୍ଡ ବିଜୟ, ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ୮୩, ୭୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କଠୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏବେ ବିଜେପି ଖାତାକୁ ଗଲା ନୂଆପଡା ଗଡ । ବିଜେପି ଆଶା ଠାରୁ ପାଇଲା ତିନିଗୁଣ ଅଧିକ ଭୋଟ । ସବୁ ରେକର୍ଡକୁ ପଛରେ ପକାଇଲେ ଜୟ । ଏକତରଫା ଭାବେ…

ଚାଞ୍ଚଲ୍ୟ ଘଟଣା: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ

ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ କୋଠରୀରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି ।…

Plane Crash: ଚେନ୍ନାଇ ନିକଟରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ: ଶୁକ୍ରବାର ଚେନ୍ନାଇର ତାମ୍ବରମ୍ ନିକଟରେ ଭାରତୀୟ ବାୟୁସେନା (IAF)ର ଏକ ପିଲାଟସ୍ PC-7 ବେସିକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ଏହା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ…

Road Accident Awareness: ୧୬ରୁ ‘ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ’ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ନଭେମ୍ବର ୧୬ ରୁ ୩୦ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ,…

Bihar Assembly results: ହାତ ଟେକିଦେଲା ହାତ, ନିଜ ପଦ ହରାଇବେ ତେଜସ୍ବୀ?

ପାଟନା: ବିହାରରେ ମହାଗଠବନ୍ଧନର ଶୋଚନୀୟ ପରାଜୟ…ଫେଲ୍ ମାରିଲା ସବୁ ଷ୍ଟ୍ରାଟେଜି…ପ୍ରତିଶ୍ରୁତିର ପେଡି ବି କାମ ଦେଲାନି…କଂଗ୍ରେସ କଥା ତ ଛାଡ, ନିଜ ଆସନ ବି ସମ୍ଭାଳିପାରିଲେନି!.. ବିହାରରେ ବିପୁଳ ଭୋଟରେ ଆଗରେ ରହିଛି ଏନଡିଏ ମେଣ୍ଟ । ବର୍ତ୍ତମାନ, ପ୍ରାରମ୍ଭିକ ଧାରା ଅନୁସାରେ NDA ଏକ…

ଫ୍ଲପ୍ ମାରିଲା ପ୍ରଶାନ୍ତ କିଶୋରଙ୍କ ନିର୍ବାଚନୀ ଡେବ୍ୟୁ, ପାଳନ କରିବେ କି ସନ୍ୟାସ ପ୍ରତିଶ୍ରୁତି !

ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିକୁ ଏବେ କିଛି କଥାକୁ ନେଇ ଟ୍ରୋଲ ହେବାକୁ ପଡୁଛି। କାରଣ ନିର୍ବାଚନ ପୂର୍ବରୁ ସନ୍ୟାସ…

୯୮ ବର୍ଷରେ ଦୁନିଆକୁ ଅଲବିଦା କହିଲେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ

ମୁମ୍ବାଇ: ପରଲୋକରେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ । ୯୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସେ ଦୀର୍ଘଦିନ ଦିନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । କାମିନୀ କୌଶଲ ଭାରତୀୟ ସିନେମାରେ ସାତ ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର କରିଛନ୍ତି । ସେ ଶେଷ ଥର ପାଇଁ ଆମିର ଖାନଙ୍କ…