Latest Odisha News

BREAKING NEWS

ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ; ଏଯାଏଁ ୨୫ ଲକ୍ଷ ପ୍ଲଟର ହେଲାଣି ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ…

Tiger skin seized:୨ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ ସହ ୬ ଗିରଫ

ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ପକ୍ଷରୁ ପୃଥକ ଦୁଇଟି ସ୍ଥାନରେ ଚଢ଼ଉ । ଏଥିରେ  ଦୁଇଟି କଲରାପତରିଆ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ କରାଯାଇଛି । ଏହି ଘଟଣାରେ ବନ ବିଭାଗ ବାପ ପୁଅ ସମେତ ୬ ଜଣଙ୍କୁ ଗିରଫ କରିଛି। ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ ଏ ନେଇ ସୂଚନା ଦେଇଛନ୍ତି ।…

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ଚିତାଳୋ ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ତଥା ବର୍ତ୍ତମାନର ଓଡ଼ିଆ ଭାଷା ଅଧ୍ୟାପକ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ପରିଚାଳନା ପରିଷଦର ପୂର୍ବତନ ସଭାପତି ବଦ୍ରି ନାରାୟଣ ରାୟଙ୍କୁ ୩୨,୦୭,୬୨୦ ଟଙ୍କାର ସରକାରୀ ପାଣ୍ଠି…

୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ…

ଭୁବନେଶ୍ୱର: ୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ। କଳାହାଣ୍ଡିରେ ଥିବା ଥୁଆମୁଳ ରାମପୁର ବନ ବିଭାଗ ମଧ୍ୟରେ ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ (ଏସଏମସି) କାର୍ଯ୍ୟରେ ଅନିୟମିତତାର ତଦନ୍ତ କରି ଲାଞ୍ଜିଗଡ଼ ଅନ୍ତର୍ଗତ ବିଶ୍ୱନାଥପୁରରେ ବନ ରେଞ୍ଜରେ ଅଧିକାରୀଙ୍କ…

ସାଈ ସୁଦର୍ଶନ ଆଘାତପ୍ରାପ୍ତ, ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେନି

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ସାଈ ସୁଦର୍ଶନ ବିଜୟ ହଜାରେ ଟ୍ରଫି ଖେଳୁଥିବା ଅବସରରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ପ୍ରାରମ୍ଭିକ ଚିକିିତ୍ସା ପରେ ତାଙ୍କୁ ସୁସ୍ଥ ହେବା ପାଇଁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି କୁହାଯାଇଛି । ଅହମ୍ମଦାବାଦରେ ତାମିଲନାଡୁ ଓ…

Top Maoist Commander Barsa Deva: ଟପ୍ ମାଓ କମାଣ୍ଡର ଦେବା ସହ ଅନ୍ୟ ୧୫ ମାଓବାଦୀ ଗିରଫ

ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତେଲେଙ୍ଗାନା ପୋଲିସ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA- People's Liberation Guerrilla Army)ର ଶୀର୍ଷ ମାଓ କମାଣ୍ଡର ବର୍ଷା ଦେବା( top Maoist Commander Barsa Deva) ଏବଂ ଅନ୍ୟ ୧୫ଜଣ…

Air Pollution: ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର ବୃଦ୍ଧି, ୫ ସହରରେ ଏକ୍ୟୁଆଇ ୩୦୦ ପାର୍

ଭୁବନେଶ୍ୱର: ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଥିବାବେଳେ, ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର…

ଆସନ୍ତାକାଲି ପିପ୍ରାହୱା ଅବଶେଷ ପ୍ରଦର୍ଶନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ବିଶେଷତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀରେ ପବିତ୍ର ପିପ୍ରାହୱା ଅବଶେଷର ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କରିବେ । ସେ ଏହାକୁ ଭାରତର ଇତିହାସ, ସଂସ୍କୃତି ଏବଂ ଭଗବାନ ବୁଦ୍ଧଙ୍କ ଶିକ୍ଷା ପ୍ରତି ଯତ୍ନବାନ ଲୋକଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି ବର୍ଣ୍ଣନା…

ଓଡିଶାର ପଙ୍କଜ ଲୋଚନ ହେଲେ ଭାରତୀୟ ଭାରତୀୟ ବେସବଲ ଫେଡେରେଶନର ସଭାପତି

ଭୁବନେଶ୍ୱର: ଓଡିଶାର ପଙ୍କଜ ଲୋଚନ ମହାନ୍ତିଙ୍କୁ ଆମେଚର ବେସବଲ ଫଡେରେଶନର ଅଫ ଇଣ୍ଡିଆର ସଭାପତି ଭାବେ ଚୟନ କରାଯାଇଛି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ସେ ଦ୍ୱିତୀୟ ଥର ପାଇଁ ଏହି ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ୨୦୧୬ ଓ ୧୯ ପର୍ଯ୍ୟନ୍ତ ପଙ୍କଜ ସଫଳତା ସହ ତାଙ୍କ…

ଭାରତ-ବାଂଲାଦେଶ କ୍ରିକେଟ ସିରିଜ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ବିଶିଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । କୂଟନୈତିକ ବିବାଦ ସତ୍ୱେ ବାଂଲାଦେଶ କ୍ରିକେଟ ବୋର୍ଡ କାର୍ଯ୍ୟସୂଚୀର ଘୋଷଣା କରିଛି । ଭାରତୟ ଟିମ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତରେ ଯିବ । ଏହି ଗସ୍ତରେ ଭାରତ ୩ଟି…