Latest Odisha News

BREAKING NEWS

NEET ପେପର୍ ଲିକ୍ ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟଙ୍କ ନିର୍ଦ୍ଦେଶ, ଡେ-ଟୁ-ଡେ ଭିତ୍ତିରେ ଆରମ୍ଭ ହେବ ବିଚାର ପ୍ରକ୍ରିୟା

ନୂଆଦିଲ୍ଲୀ: NEET-UG 2026 ପେପର୍ ଲିକ୍ ମାମଲାରେ ଦିଲ୍ଲୀର ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ (ଚାର୍ଜ) ଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର, ନଭେମ୍ବର ୧୮, ୨୦୨୬ରେ ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତା ଏହି…

‘ରାଜ୍ୟରେ ଅସୁରକ୍ଷିତ ଓ ଅବହେଳିତ ଆଦିବାସୀ’ କେନ୍ଦୁଝରରେ ଆଦିବାସୀଙ୍କୁ ଆକ୍ରମଣ ବିରୋଧରେ ବିରାଟ ରାଲି

କେନ୍ଦୁଝର: ଡବଲ ଇଂଜିନ ସରକାରରେ ଓଡିଶାର ଆଦିବାସୀ ଅସୁରକ୍ଷିତ ଅବହେଳିତ । ଏପରି ଅଭିଯୋଗ କରି ଆଜି କେନ୍ଦୁଝରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମାଝୀ ପାର୍ଗନା ମହଲ ଓ ମିଳିତ ଆଦିବାସୀ କଲ୍ୟାଣ ମଂଚ । ଯେଉଁ ସ୍ୱରରେ ସ୍ୱର ମିଳାଇଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ…

ଅକୱାନ କିଏ ଥିଲା, ବାତ୍ୟାର ନାମକରଣ ପଛର ରହସ୍ୟ କଣ?

ସାମ୍ପ୍ରତିକ ବାତ୍ୟା "ଅର୍ଣ୍ଣବ" ଏବଂ "ମୁରାସୁ" କଥା ଲୋକଙ୍କ ମନରୁ ଲିଭିନି ଏବେ ପୁଣି ତୃତୀୟ ବାତ୍ୟା "ଅକୱାନ" ଦ୍ରୁତ ଗତିରେ ବିକଶିତ ହେଉଛି। ଏହି ଭୟଙ୍କର ବାତ୍ୟା ବଙ୍ଗୋପସାଗରରୁ ବାହାରି ଆସିଛି ଏବଂ ୨୦ ନଭେମ୍ବରରେ ଆନ୍ଧ୍ର ପ୍ରଦେଶ ଓ ୟାନମ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଶା…

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ; ଖୋଲିଲା ବାଲିମେଳା ଜଳଭଣ୍ଡାର ଗେଟ୍

ଚିତ୍ରକୋଣ୍ଡା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି। ଏହା ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି ।…

“ଗ୍ରାମୀଣ ରୂପାନ୍ତରଣ ପାଇଁ ଜଳ ସୁରକ୍ଷାର ପୁନଃଚିନ୍ତନ” ନେଇ ବିଆଇପିଏଫ ପକ୍ଷରୁ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଏହାର ବାର୍ଷିକ ବିଚାର ବିମର୍ଶ ଓ ଅଭିଯାନଭିତ୍ତିକ ସମ୍ମିଳନୀ ଆଇଡିଏଟର ୧୫ତମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକୀ) ସହଯୋଗରେ ଏହି ସମ୍ମିଳନୀ…

Cyclone Akvan: ଆସୁଛି ବାତ୍ୟା; ଗଜପତିରେ ହାଇ ଆଲର୍ଟ, ମହେନ୍ଦ୍ରଗିରି ପର୍ବତ ଓ ଜଳପ୍ରପାତ ବନ୍ଦ

ପାରଳାଖେମୁଣ୍ଡି: ବାତ୍ୟା 'ଅକୱାନ' (Akvan) ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଓଡ଼ିଶାର ଗଜପତି ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଭୂସ୍ଖଳନ ହେବାର ଆଶଙ୍କା ଥିବା ୧୫୫ଟି ସ୍ଥାନ ଏବଂ ଅନ୍ୟାନ୍ୟ…

ଗ୍ରାମାଞ୍ଚଳରେ ୧,୦୦୦ରୁ ଅଧିକ ପାନୀୟ ଜଳ ପୁନରୁଦ୍ଧାର ଟିମ୍ ମୁତୟନ; ଗଞ୍ଜାମରେ ପହଞ୍ଚିଲେ ୧୧୮ଟି ଟିମ୍,ପୁରୀରେ ୫୫

ଭୁବନେଶ୍ୱର: ବାତ୍ୟା ‘ଅକ୍‌ଭାନ୍’କୁ ଦୃଷ୍ଟିରେ ରଖି ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ଜୋରଦାର କରାଯାଇଛି। ଜିଲ୍ଲାୱାରୀ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ୍ କାର୍ଯ୍ୟକାରୀ କରାଯିବା ସହ ଅଧିକ…

ଶିକ୍ଷକ ପଦବୀ ଖାଲିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ଵର: ଶିକ୍ଷକ ପଦବୀ ଖାଲିକୁ ନେଇ ବଡ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ଖୁବଶୀଘ୍ର ନୂଆ ଶିକ୍ଷକ ନିଯୁକ୍ତ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସରକାର ଅଢ଼େଇ ବର୍ଷ ଭିତରେ ୨୮ ହଜାର ୬୯୩ ନିଯୁକ୍ତି ଦେଇସାରିଲେଣି । ବର୍ଷକୁ ୧୫ ହଜାର କରି…

ବାତ୍ୟା ‘ଅକୱାନ୍‌’ ମୁକାବିଲା; ୪ ଜିଲ୍ଲା ପାଇଁ ୪ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ଭୀଷଣ ବାତ୍ୟା 'ଅକୱାନ୍‌' (Akvan) ମାଡ଼ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ପ୍ରସ୍ତୁତି, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ନଜର ରଖିବା ପାଇଁ ଚାରି ଜଣ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀଙ୍କୁ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର…

କୋଲକାତା ନାଇଟ୍ ରାଇଡର୍ସକୁ ମିଳିବ ନୂଆ ମାଲିକ! ଜୁହି ଚାୱଲାଙ୍କ ସ୍ୱାମୀ ପାଇବେ ୩,୭୩୯ କୋଟି ଟଙ୍କା

କୋଲକାତା: ଆଇପିଏଲ୍  ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସର ମାଲିକାନା ସତ୍ତ୍ୱରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଦଳର ସହ-ମାଲିକ ତଥା ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କ ସ୍ୱାମୀ ଜୟ ମେହେତା କୋଲକାତାରେ ଥିବା ତାଙ୍କର ମୋଟ ୪୫ ପ୍ରତିଶତ ଅଂଶଧନରୁ ଅଧା ଅର୍ଥାତ୍ ୨୨.୫ ପ୍ରତିଶତ…