Latest Odisha News

BREAKING NEWS

The Wolf Supermoon: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଦୃଶ୍ୟମାନ ହେବ ବର୍ଷର ପ୍ରଥମ ଉଲ୍‌ଫ…

ଭୁବନେଶ୍ୱର: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷ ଦେଖାଦେବ ବର୍ଷର ପ୍ରଥମ ସୁପରମୁନ୍। ଜାନୁଆରୀ ୩ ତାରିଖରେ ବର୍ଷର ପ୍ରଥମ ପୂର୍ଣ୍ଣିମା ଦୃଶ୍ୟମାନ ହେବ। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ। ଏହା ଉଲ୍‌ଫ ମୁନ୍ ଭାବେ ମଧ୍ୟ…

Lok Seva Bhavan: ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ରିଲ୍ସ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଆଗକୁ ଗାଇଡ୍‌ ଲାଇନ୍‌ ଆଣିବ । ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି…

ଅଭିଯୋଗ ପରେ ହଟିଲା ଅଶୋକ ସ୍ତମ୍ଭକୁ ଘେରି ରହିଥିବା ରାଜନୈତିକ ବ୍ୟାନର

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାର ରାଜଧାନୀ କଟକ ରୋଡ୍-ସତ୍ୟନଗର ଓଭରବ୍ରିଜ୍ ଜଙ୍କସନ୍‌ରେ ନୂତନ ବର୍ଷର ଶୁଭେଚ୍ଛା ଲେଖାଥିବା ଅନେକ ରାଜନୈତିକ ହୋର୍ଡିଂକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ହଟାଇ ଦେଇଛି। ଏହି ହୋର୍ଡିଂଗୁଡ଼ିକ ଭାରତର ଜାତୀୟ ପ୍ରତୀକ ଅଶୋକ…

ମାତିଛନ୍ତି ଲୁଟେରା, ଏଟିଏମ୍ ତାଡି ଅଟୋରେ ନେଇଗଲେ

ଯାଜପୁର: ଯାଜପୁର ଜିଲ୍ଲାର ଏକ କିଓସ୍କରୁ କିଛି ଦୁର୍ବୃତ୍ତ HDFC ବ୍ୟାଙ୍କର ଏକ ଏଟିଏମକୁ ତାଡି ନେଇଯାଇଛନ୍ତି। ନୂଆବର୍ଷ ସେଲିବ୍ରେସନରେ ସଭିଏଁ ମାତିଥିବା ବେଳେ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିଲେ। ଜାନୁଆରୀ ୧ ବିଳମ୍ବିତ ରାତିରେ ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଣ୍ଡା ଛକ…

ଶୁଅର୍ଡ ମରୀନ ହେଲେ ଭାରତୀୟ ହକି ଟିମର କୋଚ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମକୁ ମିଳିଛି ନୂଆ କୋଚ । ହଲାଣ୍ଡର ଶୁଅର୍ଡ ମରୀନଙ୍କୁ ଶୁକ୍ରବାର ପୂନର୍ବାର ଭାରତୀୟ ହକି ଦଳର କୋଚ ନିଯୁକ୍ତ କରାଯାଇଛି । ୨୦୨୦ରେ ସେ ଟିମ ଇଣ୍ଡିଆର କୋଚ ଥିଲେ । ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଟିମ ୩୬ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଯୋଗ୍ୟତା…

ଇନ୍ଦୋର ଦୂଷିତ ପାଣି ଟ୍ରାଜେଡି: ପାନୀୟ ଜଳରେ ମଳ ଓ ମୂତ୍ର

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରର ଭାଗୀରଥପୁରାରେ ନର୍ମଦା ଜଳ ଯୋଗାଣ ନାଁରେ ମଣିଷ ମଳ ମିଶା ପାଣି ପରିବେଷଣ କରାଯିବା ପରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଗୁରୁବାର ଦିନ ଏମ୍‌ଜିଏମ୍‌ ମେଡିକାଲ କଲେଜ ଏବଂ ମ୍ୟୁନିସିପାଲ କର୍ପୋରେସନ ଲ୍ୟାବରେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ: ଶ୍ରେୟାଶ, ହାର୍ଦ୍ଦକ, ବୁମରାହ ସ୍ଥାନ ପାଇ ନ ପାରନ୍ତି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଖୁବ ଶୀଘ୍ର ଭାରତୀୟ କ୍ରିକେଟ ଟିମର ଘୋଷଣା କରାଯିବ । ଉପ ଅଧିନାୟକ ଶ୍ରେୟାଶ ଆୟାର ସମ୍ପୂର୍ଣ୍ଣ ଫିଟ ହୋଇ ନାହାନ୍ତି । ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ…

ରାଜଧାନୀରେ ଘନ କୁହୁଡି, ବାତିଲ ହେଲା ୩ ବିମାନ ଉଡାଣ…

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ବିମାନ ବାତିଲ ସହ ଉଡାଣରେ ଯଥେଷ୍ଟ ବିଳମ୍ବ ହୋଇଥିଲା। ସୂତ୍ର ଅନୁଯାୟୀ, ରନୱେ ଉପରେ କମ୍ ଦୃଶ୍ୟମାନତା…

Tiger Death: ଭାରତରେ ଚିନ୍ତାର ବିଷୟ ପାଲଟିଛି ବାଘ ମୃତ୍ୟୁ, ୨୦୨୫ରେ ଯାଇଛି ଏତିକି ଜୀବନ…

ନୂଆଦିଲ୍ଲୀ: ଆସିଲା ଗତ ବର୍ଷ ଅର୍ଥାତ୍ ୨୦୨୫ରେ ମୃତ୍ୟୁ ହୋଇଥିବା ବାଘଙ୍କ ସଂଖ୍ୟାର ରିପୋର୍ଟ । ୨୦୨୫ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଦେଶରେ ବାଘ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶ ସର୍ବାଧିକ ରହିଛି । ମଧ୍ୟପ୍ରଦେଶରେ…

Attack On Putin’s Residence: ୯୧ ଡ୍ରୋନ୍ ଆକ୍ରମଣ, ନା ନିଜେ ଷଡ଼ଯନ୍ତ୍ର ରଚିଥିଲେ ପୁଟିନ୍?

ନୂଆଦିଲ୍ଲୀ: ସତରେ କ'ଣ ପୁଟିନଙ୍କ ଘର ଉପରକୁ ହୋଇଥିଲା ଆକ୍ରମଣ? ନା ପଛରେ ଥିଲା କିଛି ଷଡଯନ୍ତ୍ର? ପୁଟିନଙ୍କ ବାସଭବନ ଆକ୍ରମଣର ଭିତିରି କାହାଣୀ ଚମକାଇଲା CIA ରିପୋର୍ଟ ରାଷ୍ଟ୍ରପତି ଟ୍ରମ୍ପ ବି ଆଣିଲେ ଅଭିଯୋଗ ରୁଷର ସବୁଠାରୁ ଶକ୍ତିଶାଳୀ ବାସଭବନ, ଗ୍ରାଣ୍ଡ କ୍ରେମଲିନ୍…