Support to Journalists: ସାମ୍ବାଦିକଙ୍କ ପରିବାର ପାଇଁ ସରକାରଙ୍କ ସହାୟତାର ହାତ, ୧୩ ପରିବାରକୁ ମିଳିଲା ୪ ଲକ୍ଷ…
ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସହାୟତାମୂଳକ ପଦକ୍ଷେପ ଜାରି ରଖିଛନ୍ତି। କାର୍ଯ୍ୟରତ ଅବସ୍ଥାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ, ତାଙ୍କ ନିକଟତମ ଆତ୍ମୀୟଙ୍କୁ ସୂଚନା ଓ ଲୋକସମ୍ପର୍କ…