Latest Odisha News

BREAKING NEWS

ଫେବୃଆରୀ ୧ରୁ ପାନ୍ ମସଲା, ସିଗାରେଟ୍, ବିଡି ମହଙ୍ଗା

ନୂଆଦିଲ୍ଲୀ: ସରକାର ତମାଖୁ ଉତ୍ପାଦ ଏବଂ ପାନ ମସଲା ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଏବଂ ସ୍ୱାସ୍ଥ୍ୟ ସେସ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଯାହା ଫେବୃଆରୀ ୧, ୨୦୨୬ ଠାରୁ ଲାଗୁ ହେବ। ୩୧ ଡିସେମ୍ବର, ୨୦୨୫ରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ନୂତନ କର…

New Nac: ଏନଏସି ଗଠନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା…

ଭୁବନେଶ୍ଵର: ବର୍ତ୍ତମାନ ସହରୀକରଣର ଆବଶ୍ୟକତା ରହିଛି । ୧୪ ମାସ ଭିତରେ ୨୮ଟି ଏନଏସି, ୭ଟି ମୁନିସିପାଲିଟି ଏବଂ ଗୋଟିଏ ମହାନଗରନିଗମ ପାଇଁ କଥା ଦେଇଥିଲୁ । ତାହା ଚୂଡ଼ାନ୍ତ ହୋଇଛି । ଜନଗଣନା ପାଇଁ କିଛିଦିନ ବିଳମ୍ବ ହୋଇପାରେ । ଯେଉଁଠି ଆବଶ୍ୟକତା ଅଛି ତାହା କରାଯିବ ବୋଲି ଆଜି କହିଛନ୍ତ ନଗର…

୨୦୨୬ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୬ ଭାରତୀୟ କ୍ରିକେଟ ପାଇଁ ଏକ ବ୍ୟସ୍ତବହୂଳ ଓ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । ଭାରତୀୟ ପୁରୁଷ ଟିମ କ୍ରମାଗତ କ୍ରିକେଟ ଖେଳିବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ... । ନ୍ୟୁଜିଲାଣ୍ଡର ଭାରତ ଗସ୍ତ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଜାନୁୟାରୀରେ ଭାରତ…

BSF on high alert: ବର୍ଡର ନିକଟରୁ ବାଂଲା ଓ ପାକ୍ ଅନୁପ୍ରବେଶକାରୀଙ୍କୁ ଧରିଲେ BSF

ନୂଆଦିଲ୍ଲୀ: ଗୁରୁବାର ଦିନ ସୀମା ସୁରକ୍ଷା ବଳ (BSF) ଅନ୍ତର୍ଜାତୀୟ ସୀମା (IB) ନିକଟରୁ ଜଣେ ବାଂଲାଦେଶୀ ନାଗରିକଙ୍କୁ ଧରିଛି । ଏହା ପରେ ବିଏସଏଫ ଦ୍ୱାରା କାନାଚକ ପୋଲିସ ଷ୍ଟେସନ ଅଧୀନରେ ଥିବା ସୀମା ପୋଲିସ ପୋଷ୍ଟ (BPP) ଗଜନସୁରେ ଜମ୍ମୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଶ୍ରୀନଗର ସିଟି…

ଜାନୁଆରି ୬ ଯାଏଁ ରାଜ୍ୟର ଏସବୁ ସ୍ଥାନରେ ଘନ କୁହୁଡି

ଭୁବନେଶ୍ୱର: ଜାନୁଆରୀ ୬ ଯାଏଁ ଓଡ଼ିଶାର କିଛି ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ସଂସ୍ଥା ଅରେଞ୍ଜ ଏବଂ ହଳଦିଆ ସତର୍କତା ଜାରି କରିଛି। ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ,…

ଶୋଇଥିବା ଅବସ୍ଥାରେ ପୁଟିନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବିଫଳ, ରୁଷ ରାଷ୍ଟ୍ରପତିଙ୍କୁ କିପରି ଦିଆଯାଏ ସୁରକ୍ଷା…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଏକ ବିପଦପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଏଥର, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ବଡ଼ ଡ୍ରୋନ ଆକ୍ରମଣ କରାଯାଇଛି। ତାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୮-୨୯…

ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ସିଡନୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି । ମିଚେଲ ମାର୍ଶଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ସ୍ପିନରଙ୍କୁ ଗୁରୁତ୍ୱ ଦିଆଯାଉଛି । ଟିମ ଡେଭିଡ, ଜୋଶ ହାଜେଲଉଡ ଓ ପ୍ୟାଟ କୁମିନ୍ସ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି ।…

ପରସ୍ପରକୁ ପରମାଣୁ ସ୍ଥାନ ତାଲିକା ହସ୍ତାନ୍ତର କଲେ ଭାରତ-ପାକିସ୍ତାନ, ପ୍ରତିବର୍ଷ କାହିଁକି ହୁଏ ଏହି ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଗୁରୁବାର ଦିନ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନପ୍ରଦାନ କରିଛନ୍ତି ଯାହା ଉଭୟ ପକ୍ଷଙ୍କୁ ପରସ୍ପରର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ବାରଣ କରିଥାଏ। ନୂତନ ବର୍ଷ ଆରମ୍ଭରେ ଏହି ଅଭ୍ୟାସ…

ରାଷ୍ଟ୍ରପତି ଉଦଘାଟନ କଲେ ରାଇରଙ୍ଗପୁରରେ IGNOUର ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର

ନୂଆଦିଲ୍ଲୀ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ #SkilltheNation AI ଚ୍ୟାଲେଞ୍ଜର ଶୁଭାରମ୍ଭ କରିଛନ୍ତି ଏବଂ ଓଡ଼ିଶାର ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର(IGNOU Regional Centre and Skill Centre) ଭର୍ଚୁଆଲ୍ ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି…

Gold Silver Price: ନୂତନ ବର୍ଷର ପ୍ରଥମ ଦିନରେ ବଢିଲା ସୁନା ମୂଲ୍ୟ, ଆଶ୍ବସ୍ତି ଦେଲା ରୂପା..

ଭୁବନେଶ୍ୱର: ନୂଆ ବର୍ଷର ଆରମ୍ଭରୁ ପୁଣି ଚିନ୍ତା ବଢାଇଲା ସୁନା ଦର । ନୂତନ ବର୍ଷର ପ୍ରଥମ ଦିନରେ ସୁନା ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୨୪ କ୍ୟାରେଟ୍‌ ସୁନାର ୧୦ଗ୍ରାମ ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କାରେ ପହଞ୍ଚିଛି, ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ…