Latest Odisha News

BREAKING NEWS

One Last Kiss: ୧୮ ବର୍ଷର ସାଥିକୁ କାନ୍ଦି କାନ୍ଦି ବିଦାୟ ଦେଲେ ବସ୍ ଡ୍ରାଇଭର

ନୂଆଦିଲ୍ଲୀ: ୧୮ ବର୍ଷର ସାଥିକୁ କାନ୍ଦି କାନ୍ଦି ଶେଷ ବିଦାୟ ଦେଲେ ପଲ କୁରିଏନ୍। ଖାସ୍ କରି ତାଙ୍କର One Last Kiss କୁ ନେଇ ଚର୍ଚ୍ଚା ଜୋର ଧରିଛି। ବସ୍‌କୁ କୁଣ୍ଢାଇ ଚୁମ୍ବନ ଦେଇ ବିଦାୟ ନେଲେ ଅବସରପ୍ରାପ୍ତ ଚାଳକ। ଏଭଳି ଭାବବିହ୍ୱଳ ଘଟଣା ଦେଖିବାକୁ ମିଳିଛି କେରଲମ୍ ରେ। ଅନନ୍ତ ମୋହନ…

ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ, ମିଳୁନି ପତ୍ତା 

ଭୁବନେଶ୍ୱର: ଭୁବନେଶ୍ୱରର ଟଙ୍କପାଣି ରାସ୍ତା ଉପରେ ଥିବା ବାଙ୍କୁଆଳ ବ୍ରିଜ୍ ଉପରୁ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଓଲ୍ଡ ଟାଉନର ବାରିକ ସାହିର ସ୍ଥାନୀୟ ବାସିନ୍ଦା ଭବାନୀ ଶଙ୍କର ଖଟେଇ ନାମକ ୨୩ ବର୍ଷୀୟ ଯୁବକ ବ୍ରିଜ୍…

ପରକୀୟା ପ୍ରିତୀ ସନ୍ଦେହ; ସ୍ତ୍ରୀକୁ ମାରି ଫିଙ୍ଗିଦେଲା ସ୍ୱାମୀ!

ସମ୍ବଲପୁର: ସମ୍ବଲପୁର ଥାନା ଅନ୍ତର୍ଗତ ସେନ୍ ପାର୍କ ନିକଟରେ ଜଣେ ମହିଳାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ମହିଳାଙ୍କୁ ପଥରରେ ପିଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି। ତେବେ ମୃତ ମହିଳାଙ୍କ ନାମ ହୀନା ବେଗମ ବୋଲି…

Miss World 2026: ମିସ୍ ୱାର୍ଲ୍ଡ ୨୦୨୬ କ୍ରାଉନ୍ ପିନ୍ଧିଲେ ଜୋହେରି ମୋଲା

ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ ୨୦୨୬ କ୍ରାଉନ୍ ପିନ୍ଧିଲେ ଜୋହେରି ମୋଲା। ଭିଏତନାମର ନହା ଟ୍ରାଙ୍ଗରେ ଆୟୋଜିତ ମିସ୍ ୱାର୍ଲ୍ଡ ୨୦୨୬ ଟାଇଟଲ ହାତେଇଛନ୍ତି ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲା ଡୋମିନିକ୍ୟୁଜ୍। ସେ ଗ୍ରାଣ୍ଡ ଫିନାଲେରେ ସାରା ବିଶ୍ୱର ଅନେକ ସୁନ୍ଦର ପ୍ରତିଯୋଗୀଙ୍କୁ ପଛରେ ପକାଇ…

ଝିରମ ଘାଟି ନକ୍ସଲ ଆକ୍ରମଣ ମାମଲା: NIA କୋର୍ଟ ଦ୍ୱାରା ସମସ୍ତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ:ଛତିଶଗଡ଼ର ସବୁଠାରୁ ଭୟଙ୍କର ନକ୍ସଲ ଆକ୍ରମଣ ଘଟଣା 'ଝିରମ ଘାଟି' ମାମଲାରେ ସ୍ୱତନ୍ତ୍ର NIA କୋର୍ଟ ନିଜର ରାୟ ଶୁଣାଇଛନ୍ତି। କୋର୍ଟ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଦ୍ୱାରା ଉପସ୍ଥାପିତ ପ୍ରମାଣ, ସାକ୍ଷୀଙ୍କ…

ଯଦି ପୃଥିବୀରେ ଗୋଟିଏ ବି ଗଛ ନ ରହେ, ମଣିଷ ସମାଜ ରହିବ ତ?

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି ଯଦି ପୃଥିବୀ ପୃଷ୍ଠରେ ଗୋଟିଏ ବି ଗଛ ନରହେ, ତେବେ କଣ ହେବ? ଯଦି ପୃଥିବୀର ସମସ୍ତ ଗଛ ହଠାତ୍ ଉଭାନ ହୋଇଯାଏ, ତେବେ ସବୁଠାରୁ ବଡ଼ ବିପଦ କଣ ହେଇପାରେ? ଆମର ବାୟୁମଣ୍ଡଳରେ ଦୀର୍ଘକାଳୀନ ମାନବ ଜୀବନ ପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ରହିଛି, ଏବଂ ପୃଥିବୀର…

ମହାରାଷ୍ଟ୍ରରୁ ଆସି ଆମ ବସରେ କରୁଥିଲେ ଚୋରି;ବନ୍ଧାହେଲେ ୫ ଜଣିଆ ମହିଳା ଗ୍ୟାଙ୍ଗ

ଭୁବନେଶ୍ବର:ଏକ ୫ଜଣିଆ ମହିଳା ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନା ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୦ଟି ଚୋରା ମୋବାଇଲ ଓ ୨ଟି ଦାମୀ ବ୍ୟାଗ ଜବତ ହୋଇଛି । ଲୁଟ୍ ମୋବାଇଲ୍ ବିକ୍ରି ଉଦ୍ୟମ ବେଳେ ଜୟଦେବ ବିହାରରେ ସମସ୍ତଙ୍କୁ ପୋଲିସ ଟିମ୍ ଧରିଛି ।…

ଏଆଇ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବେ ଛାତ୍ରଛାତ୍ରୀ; ୩ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ଆଦି ଅନୁଷ୍ଠାନ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ କରିଛି। ଏଥିସହ ନାସକମ୍ ସହାଭାଗିତାରେ 'ଏଆଇ କୋର୍ସ ଫର୍ ଅଲ୍' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହା ମାଧ୍ୟମରେ ରାଜ୍ୟର…

ନିର୍ବାଚନ ଲଢ଼ିବେନିକି ପ୍ରସନ୍ନ ଆଚାର୍ଯ୍ୟ? ପରୋକ୍ଷରେ ଦେଲେ ଇସାରା

ଭୁବନେଶ୍ୱର: ୨୦୨୯ରେ ନିର୍ବାଚନ ଲଢ଼ିନପାରନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ନୂଆପିଢ଼ିଙ୍କୁ ବାଟ ଛାଡ଼ିବା ନେଇ ପରୋକ୍ଷରେ ଦେଲେ ଇସାରା। ଏନେଇ ବିରୋଧୀ ଦଳ ଉପନେତା କହିଛନ୍ତି, ପିଢ଼ି ପରେ ପିଢ଼ି ଆସୁଛନ୍ତି ମୂଲ୍ୟବୋଧର ପରିବର୍ତ୍ତନ ହେଉଛି। ମୋ ମତରେ ରାଜନୀତିରେ ନୂଆପିଢ଼ି…