ଅସୁରକ୍ଷିତ ହୋଇପଡୁଛି ରାଜଧାନୀ;ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣିଲେ
ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ଧଉଳି ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣି ଦେଇଛନ୍ତି। ଛିଡି ପଡିଥିବା ପାପୁଲିକୁ ନେଇ କୁକୁର ଚମ୍ପଟ୍ ମାରିଛି। ଗୁରୁତର ଯୁବକଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡାରେ…