Latest Odisha News

BREAKING NEWS

ବିଶ୍ୱର ଏହି ସହରକୁ ‘ପାପ’ର ନଗରୀ କୁହାଯାଉଥିଲା, ଲୋକଙ୍କୁ ମିଳୁନଥିଲା କୌଣସି ‘ଦଣ୍ଡ’..

ନୂଆଦିଲ୍ଲୀ: ଆଜି ଯେତେବେଳେ "ପାପର ସହର" ଶବ୍ଦଟି ମନକୁ ଆସେ, ସର୍ବପ୍ରଥମେର ଲାସ୍ ଭେଗାସ୍ ନାମଟି ମନେ ପଡ଼େ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଲାସ୍ ଭେଗାସ୍ ପୂର୍ବରୁ ଶହ ଶହ ବର୍ଷ ପୂର୍ବେ, ବିଶ୍ୱରେ ଆଉ ଏକ ସହର ଥିଲା ଯାହାକୁ ଆହୁରି କୁଖ୍ୟାତ ବୋଲି ବିବେଚନା କରାଯାଉଥିଲା। ସେହି ସହର…

ନୂଆବର୍ଷରେ କଟକରେ ବୋମା ମାଡ଼…

କଟକ: କଟକ ବାଙ୍କି ଅଞ୍ଚଳର ତାଳବସ୍ତା ଗାଁରେ ଏକ ଘର ଉପରେ ବୋମା ମାଡ଼ ପରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ। କିଛି ଦୁର୍ବୃତ୍ତମାନେ ଚିନ୍ତାମଣି ବେହେରାଙ୍କ ଘର ଉପରେ ବୋମା ଫିଙ୍ଗି ପଳାଇ ଥିଲେ। ଘରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିବା…

ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେତାଙ୍କ ଅପମାନ, “ନୋ ବ୍ୟାନର ଜୋନ୍” ଫଳକ ସ୍ଥାପିତ କରିବା ପାଇଁ…

ଭୁବନେଶ୍ଵର: ଆଜି ଓଡ଼ିଶା ପ୍ରଦେଶ ରାଜଧାନୀ ଭୁବନେଶ୍ଵରର ଝାରପଡ଼ା ଛକ ଉପରେ ଅବସ୍ଥିତ ଦେଶର ଗରିମାମୟ ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’କୁ ଘେରି ଅନେକ ନେତାଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଜାତୀୟ ଚିହ୍ନଟି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଛି, ଯାହା ଗଭୀର କ୍ଷୋଭ ଓ…

Pralay Missile: ଓଡ଼ିଶାରେ ଭାରତର ‘ପ୍ରଳୟ’, ଧଡ୍ ଧଡ୍ ଶତ୍ରୁଙ୍କ ଛାତି

ନୂଆଦିଲ୍ଲୀ: ଶତ୍ରୁଙ୍କ ଉପରେ ବର୍ଷିବ 'ପ୍ରଳୟ' ଓଡ଼ିଶା ମାଟିରୁ ନୂଆବର୍ଷରେ ଶତ୍ରୁଙ୍କୁ ଭାରତର ଭେଟି ଶକ୍ତି ଦେଖି ଛାନିଆ ଚୀନ୍ ଏବଂ ପାକିସ୍ତାନ ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି,…

ଘନ କୁହୁଡି ପାଇଁ ୫ ବିମାନର ଦିଗ ପରିବର୍ତ୍ତନ

ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇପଡିଥିଲା ରାଜଧାନୀ। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଆଉ ଏଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନବନ୍ଦର ଅଧିକାରୀଙ୍କ…

Air India Pilot Detained: ବିମାନ ଉଡ଼ାଣ ପୂର୍ବରୁ ପାଇଲଟ୍ ମଦ୍ୟପାନ କରି ଧରାପଡିଲେ,ଆଉ ତା’ପରେ…

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ,…

ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମୁଖ୍ୟ ଶାସନ ସଚିବ ହେଲେ ଜଣେ ମହିଳା

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍ ଅଧିକାରୀ ନନ୍ଦିନୀ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟ ସଚିବ ଭାବେ ନିଯୁକ୍ତ। ବୁଧବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟ ନବାନ୍ନରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ବିଦାୟୀ ମୁଖ୍ୟ ସଚିବ ମନୋଜ ପନ୍ତଙ୍କୁ ମୁଖ୍ୟମନ୍ତ୍ରୀ ମମତା…

‘ଏହି ଦେଶ ସମସ୍ତଙ୍କର; ଧର୍ମ, ଜାତି କିମ୍ବା ଭାଷା ଆଧାରରେ ଲୋକଙ୍କୁ ବିଚାର କରିବା ଠିକ୍ ନୁହେଁ’

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗତକାଲି ରାୟପୁରରେ ସାମାଜିକ ସମନ୍ୱୟ ଏବଂ ହିନ୍ଦୁ ସମାର କଲ୍ୟାଣ ଉପରେ କହିଥିଲେ। ସେ କହିଥିଲେ ଜାତି, ଧନ କିମ୍ବା ଭାଷା ଆଧାରରେ ଲୋକଙ୍କୁ ବିଚାର କରାଯିବା ଉଚିତ୍ ନୁହେଁ। ଏହି ଦେଶ ସମସ୍ତଙ୍କର, ଏବଂ ଏହି ଭାବନା…

LPG Price Hike 2026: ନୂଆବର୍ଷରେ ମହଙ୍ଗା ମାଡ଼, ବଢିଲା ଏଲପିଜି ସିଲିଣ୍ଡର ଦର…

ନୂଆଦିଲ୍ଲୀ: ଆଜି ନୂତନ ବର୍ଷ ୨୦୨୬ ଆରମ୍ଭ ସହିତ ମୁଦ୍ରାସ୍ଫୀତି ଝଟକା ଲାଗିଛି। ସରକାର ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୧ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ବୃଦ୍ଧି ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ପାଇଁ…