ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ଋଷିକେଶ: ଉତ୍ତରାଖଣ୍ଡର ତେହରି ଗଡ଼ୱାଲ (Tehri Garhwal) ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ୍ ଗଭୀର ଖାଇକୁ ଖସିପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ରୁ ୨୬ ଜଣ ଆହତ ହୋଇଛନ୍ତି। ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଖାଇକୁ ଖସିଲା ବସ୍। ଦୁର୍ଘଟଣାସ୍ଥଳରେ…