Latest Odisha News

BREAKING NEWS

କ’ଣ ଏହି ସ୍କାଏ ମ୍ୟାପ୍ ? ସାଉଦି ଆରବରେ ଥିବା ଆମେରିକୀୟ ଘାଟିକୁ ଇରାନୀ ଡ୍ରୋନ୍ ଆକ୍ରମଣରୁ କିପରି ସୁରକ୍ଷା…

ନୂଆଦିଲ୍ଲୀ: ଇରାନ ସହିତ ଯୁଦ୍ଧରେ ଥିବା ଆମେରିକା ସାଉଦି ଆରବର ପ୍ରିନ୍ସ ସୁଲତାନ ଏୟାର ବେସରେ ଥିବା ଏହାର ସାମରିକ ଘାଟିକୁ ସୁରକ୍ଷା ଦେବା ପାଇଁ ସ୍କାଏ ମ୍ୟାପ୍ ନିୟୋଜିତ କରିଛନ୍ତି । ଏହା ଡ୍ରୋନ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକ ଉଚ୍ଚ-ପ୍ରଯୁକ୍ତି ପ୍ରଣାଳୀ । ଏହି ସଦ୍ୟତମ ନିୟୋଜିତ…

୩ ଦିନରେ ୨୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କଲାଣି ମାଇକେଲ ଫିଲ୍ମ

ନୂଆଦିଲ୍ଲୀ: କିଙ୍ଗ ଅଫ ପପ ଭାବେ ପରିଚିତ ମାଇକେଲ ଜ୍ୟାକସନଙ୍କ ବାୟୋପିକ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହି ଫିଲ୍ମରେ ମାଇକେଲଙ୍କ କୌଣସି ବିବାଦକୁ ଦେଖା ଯାଇନି । ଏହା ସତ୍ୱେ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି । ଆଟୋଂନୀ ଫ୍ୟୁକ୍ୟୁବାଙ୍କ ନିର୍ଦ୍ଦେଶନାରେ…

ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ହୋଇଛି। ଏହି ଚୁକ୍ତି ଦ୍ୱିପାକ୍ଷିକ ବାଣିଜ୍ୟକୁ ପରିବର୍ତ୍ତନ କରିପାରିବ। ଏହି ଚୁକ୍ତିନାମାରେ ଶୁଳ୍କ ହ୍ରାସ, କଷ୍ଟମ୍ ନିୟମକୁ ସହଜ କରିବା ଏବଂ ଉନ୍ନତ ବଜାର ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ…

ଜଳୁଛି ପଶ୍ଚିମ ଓଡ଼ିଶା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ତାପମାତ୍ରା…

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସୋମବାର ଅପରାହ୍ନ ୨.୩୦ ସୁଦ୍ଧା ଓଡ଼ିଶାର ୩ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଉରକେଲା ଏବଂ ସମ୍ବଲପୁରରେ ୪୩ ଡିଗ୍ରୀ ସେଲସିୟସ…

ଢାକାରେ ହିନ୍ଦୁଙ୍କ ହତ୍ୟା ବୃଦ୍ଧି ପାଇବା ମଧ୍ୟରେ ବାଂଲାଦେଶର ପରବର୍ତ୍ତୀ ହାଇକମିଶନର ହେଲେ ଦିନେଶ ତ୍ରିବେଦୀ

ନୂଆଦିଲ୍ଲୀ: ଢାକାରେ ହିନ୍ଦୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ହିଂସା ଏବଂ ହତ୍ୟା ମଧ୍ୟରେ ଭାରତୀୟ ଜନତା ପାର୍ଟି ନେତା ଦିନେଶ ତ୍ରିବେଦୀଙ୍କୁ ବାଂଲାଦେଶର ପରବର୍ତ୍ତୀ ହାଇକମିଶନର ନିଯୁକ୍ତ କରାଯାଇଛି । ସେ ଜୁଦା ହାଇକମିଶନର ପ୍ରଣୟ ବର୍ମାଙ୍କ ସ୍ଥାନ ନେବେ । ଏହି ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ…

ମୁମ୍ବାଇ ଅଲରାଉଣ୍ଡରଙ୍କୁ ଟ୍ରାଏଲ୍ସ ପାଇଁ ଡାକିଲା ଚେନ୍ନାଇ

ଚେନ୍ନାଇ: ଆଇପିଏଲ ୨୦୨୬ରେ ଚେନ୍ନଇ ସୁପର କିଙ୍ଗସ ୮ ମ୍ୟାଚରୁ ୬ ପଂଏଟ ହାସଲ କରିଛି । ବାକି ୬ଟି ମ୍ୟାଚରୁ ଦଳକୁ ପ୍ଲେ ଅଫ ପ୍ରବେଶ ପାଇଁ ୪ କିମ୍ବା ୫ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ଓ ଆଘାତ ସମସ୍ୟା ଦଳକୁ ବ୍ୟାକଫୁଟକୁ ଠେଲିଦେଇଛି । ଧୋନୀ…

India’s First Commercial Seaplane:ଭାରତର ପ୍ରଥମ ସିପ୍ଲେନ୍ ଏୟାରଲାଇନ୍ସ ପ୍ରସ୍ତୁତ! SkyHop Aviationକୁ DGCA…

ନୂଆଦିଲ୍ଲୀ:ଭାରତର ବିମାନ ଚଳାଚଳ ସେକ୍ଟର ଏକ ବଡ଼ ଏବଂ ଅନନ୍ୟ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଯାତ୍ରୀମାନେ ଏବେ କେବଳ ରନୱେରୁ ନୁହେଁ ବରଂ ଜଳପଥରୁ ମଧ୍ୟ ଉଡ଼ିପାରିବେ। ସ୍କାଏହପ୍ ଆଭିଏସନ୍ (SkyHop Aviation )DGCA ଠାରୁ ଏୟାର ଅପରେଟର୍ ସାର୍ଟିଫିକେଟ୍ (AOC) ପାଇଛି ଏବଂ…

ବିଶକେକରେ SCO ବୈଠକରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ (SCO) ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୈଠକରେ ସେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ । ସେ ଏକ…

ତରଭୁଜ ଖାଇ ଗୋଟିଏ ପରିବାରର ୪ ମୃତ

ମୁମ୍ବାଇ: ତରଭୁଜ ଖାଇବାର କିଛି ଘଣ୍ଟା ପରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତେବେ ସ୍ୱାଦ ଏବଂ ରଙ୍ଗ ବୃଦ୍ଧି କରିବା ପାଇଁ ଫଳଗୁଡ଼ିକରେ ଦିଆଯାଉଥିବା କେମିକାଲ କାରଣରୁ ଏପରି ହୋଇଥିବା ନେଇ କୁହାଯାଉଛି। ପୋଲିସ ତରଭୁଜର ନମୁନାକୁ ଫୋରେନସିକ୍ ଲାବୋରେଟୋରୀକୁ ଟେଷ୍ଟ ପାଇଁ…

ନିଲାମ ହେବ ୧୭ଶ ଶତାବ୍ଦୀର ସୁପର କମ୍ପ୍ୟୁଟର

ନୂଆଦିଲ୍ଲୀ: ଆଜି ଆମେ କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତାର ଦୁନିଆରେ ବାସ କରୁଛୁ। କିନ୍ତୁ ଶତାବ୍ଦୀ ପୂର୍ବରୁ ମଧ୍ୟ ମଣିଷ ଜଟିଳ ଗଣନା ସହଜରେ କରିବାକୁ  ଉପକରଣ ତିଆରି କରିଥିଲା। ୧୭ଶ ଶତାବ୍ଦୀର ଏପରି ଏକ ଅନନ୍ୟ ଉପକରଣ ଏବେ ପୁଣି ଚର୍ଚ୍ଚାରେ ଅଛି, ଯାହାକୁ ସେହି ଯୁଗର…