Latest Odisha News

BREAKING NEWS

ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ରେଡ୍ ଫ୍ଲାଗ୍ କଲା କ୍ରାଇମ୍ ବ୍ରାଞ୍ଚ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇ ରେଡ୍ ଫ୍ଲାଗ୍ କଲା କ୍ରାଇମ୍ ବ୍ରାଞ୍ଚ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ହେବ। ଏହାସହ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇ ନିର୍ଦ୍ଦେଶ…

‘ମନ୍ କି ବାତ୍’ ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୨୨ ଫେବୃଆରୀ) "ମନ କି ବାତ"ର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜାତୀୟ ପ୍ରସଙ୍ଗ, ସାମାଜିକ ପଦକ୍ଷେପ ଏବଂ ଦେଶ ସାରା ପ୍ରେରଣାଦାୟକ କାହାଣୀ ଉପରେ…

ଏଣିକି ରେଳ ଯାତ୍ରା ହେବ ଅଧିକ ସହଜ, ମେରଠ ମେଟ୍ରୋ ଓ ନମୋ ଭାରତକୁ ସବୁଜ ପତାକା ଦେଖାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନମୋ ଭାରତ ଟ୍ରେନ୍ ସେବା ଏବଂ ମିରଟ ମେଟ୍ରୋକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ, ସେ ପଶ୍ଚିମ ଉତ୍ତର ପ୍ରଦେଶ ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ₹୧୨୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର…

ଟି୨୦ ବିଶ୍ୱକପ ସୁପର ଏଇଟ: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଦୁଇ ଭାଇ ହେବେ ମୁହାଁ ମୁହିଁ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ସୁପର ଏଇଟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ତେବେ ଏହି ମ୍ୟାଚରେ ଦୁଇ ଭାଇ ମଧ୍ୟ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ମୋର୍ଣ୍ଣେ ମୋର୍କେଲ ଭାରତୀୟ ବୋଲିଂ କୋଚ ଦାୟିତ୍ୱ ତୁଲାଉଥିବା ବେଳେ ଆଲବି ମୋର୍କେଲ ଦକ୍ଷିଣ…

Bride Kidnapped at Gunpoint: ମଝି ରାସ୍ତାରୁ ବନ୍ଧୁକ ଦେଖାଇ କନ୍ୟାଙ୍କୁ ଉଠାଇ ନେଲେ ପୂର୍ବତନ ପ୍ରେମିକ, ଥାନାରେ…

ବଲାଙ୍ଗୀର: ବିବାହ ସାରି କନ୍ୟାକୁ ସାଙ୍ଗରେ ଧରି ଘର ବାହୁଡୁ ଥିଲେ ବର, ରାସ୍ତାରେ ନବ ବଧୂଙ୍କୁ ବନ୍ଧୁକ ମୁନରେ ଉଠେଇ ନେଲେ ପୂର୍ବତନ ପ୍ରେମିକ। ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ...ଜଣେ ନବ ବିବାହିତ ମହିଳାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ବନ୍ଧୁକ…

ଟି୨୦ ବିଶ୍ୱକପ: ବର୍ଷା ନେଇ କଣ ରହିଛି ନିୟମ

କଲମ୍ବୋ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ଏବେ ସୁପର ଏଇଟ ପର୍ଯ୍ୟାୟରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି । ଯାହାକି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି । ବର୍ତମାନ ପ୍ରଶ୍ନ ଉଠୁଛି ସୁପର ଏଇଟରେ ବର୍ଷା ହେଲେ କେଉଁ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଆସନ୍ତୁ ନଜର…

Ganja Seized: ଚୋରା ଚାଲାଣ ବେଳେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି: ଅନେକ ସମୟରେ ରାଜ୍ୟର ବି‌ଭିନ୍ନ ସ୍ଥାନରୁ ବହୁ ମାତ୍ରାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ର ପଗଡ ହେଉଛି । ଏହି ସମୟରେ ଏଥିରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତି ଧରାପଡି ଜେଲ୍ ଯାଉଥିବାବେଳେ, ସେମାନଙ୍କ ନିକଟରୁ ବହୁମୂଲ୍ୟର ବିପୁଳ ନିଶା ଦ୍ରବ୍ୟ ଜବତ ହେଉଛି । ତଥାପି ଏହି…

Avimukteshwaranand Saraswati Accused Physical Harassment: ଅଡୁଆରେ ନିଜକୁ ଶଙ୍କରାଚାର୍ଯ୍ୟ କହୁଥିବା…

ଲକ୍ଷ୍ନୌ: ଆଶୁତୋଷ ବ୍ରହ୍ମଚାରୀ, ସ୍ୱାମୀଙ୍କ ଶିଷ୍ୟ ରାମଭଦ୍ରାଚାର୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ ଏକ FIR ରୁଜୁ କରାଯାଇଛି। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ନିର୍ଯାତନାର ଏକ ମାମଲା ରୁଜୁ…

OTTରେ କଣ ଦେଖିବେ ନିଜେ ନିଷ୍ପତ୍ତି ନିଅନ୍ତୁ.. ଏପରି କାହିଁକି କହିଲେ RSS ମୁଖ୍ୟ ମୋହନ ଭାଗବତ?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ବିଷୟବସ୍ତୁ ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏପରି ପ୍ଲାଟଫର୍ମରେ ବିଷୟବସ୍ତୁ ବାଛିବା ବ୍ୟକ୍ତିଗତ ବିବେଚନା ଉପରେ ନିର୍ଭର କରେ, ଯଦିଓ…

Maoist Leaders Surrender: ଭାରତୀୟ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ଦୁଇ ଟପ୍ ନେତାଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ ଭାରତୀୟ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ଦୁଇ ବଡ଼ ମାଓ ନେତା ଦେବଜୀ ଓରଫ ଟିପରି ତିରୁପତି ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜିରେଡ୍ଡୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ସହ ଅନ୍ୟ ୧୩ ଜଣ…