ଏସୀୟ କ୍ରୀଡ଼ା: ପୁରୁଷ ଟିମ୍ କୋଚ୍ ଦାୟିତ୍ୱରେ ଲକ୍ଷ୍ମଣ, ସିନିୟର ଦଳ ସହ ରହିବେ ଗମ୍ଭୀର
ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେବାକୁ ଥିବା ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣ ଦାୟିତ୍ୱ ତୁଲାଇବେ । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୋଚିଂ ଷ୍ଟାଫ୍ଙ୍କ ଅନୁମୋଦିତ…