Latest Odisha News

BREAKING NEWS

Jasipur: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଯଶୀପୁରକୁ ଏନଏସି ମାନ୍ୟତା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାର ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ ଯଶୀପୁରକୁ ଏଣିକି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ…

‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ

ମୁମ୍ବାଇ: ସନ୍ନି ଦେଓଲଙ୍କ ଅଭିନୀତ "ବର୍ଡର ୨" ଜାନୁଆରୀ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ୨୯ ଡିସେମ୍ବରରେ ଫିଲ୍ମର ଏକ ଗୀତ "ଘର କବ୍ ଆଓଗେ" ର ଟିଜର ରିଲିଜ ହେବାପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୀତଟି "ବର୍ଡର" ଫିଲ୍ମ ର "ସନ୍ଦେସେ ଆତେ ହେଁ"ର ନୂଆ ଭର୍ସନ…

E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା

ଭୁବନେଶ୍ବର: ରାସନକାର୍ଡକୁ ନେଇ ବଡ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ E-KYC ସମୟ ସୀମା । ଡିସେମ୍ବର ୩୧ ତାରିଖ ଦିନ E-KYC ଅବଧି ଶେଷ ହେଉଥିବା ବେଳେ, ଏହାର ଅବଧିକୁ ଆହୁରି ୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା…

ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଲୋକମାନଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ବଢ଼ାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ବିଡିଏ ଉପାଧ୍ୟକ୍ଷ ପ୍ରତି ମାସର ପ୍ରଥମ ଶନିବାର ଦିନ…

ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…

ପୁରୀ: ନବବର୍ଷରେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତେବେ ଆଜି ରାତ୍ର ୧୧ ଟାରେ ରାତ୍ର ପହୁଡ଼ କରାଯାଇ ରାତ୍ର ୨ଟା ରେ ଦ୍ବାରଫିଟା ନୀତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା…

ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା

ନୂଆଦିଲ୍ଲୀ: ୨୦୨୬ ପାଦ ଥାପି ସାରିଲାଣି । ସାରା ବିଶ୍ୱରେ ଏ ନେଇ ହର୍ଷ ଉଲ୍ଲାସ ଲାଗି ରହିଛି । ନୂଆ ବର୍ଷ କିପରି ଭଲରେ କଟିବ ସେ ନେଇ ବିଭିନ୍ନ ଦେଶରେ ଅଜବ ଗଜବ ପ୍ରଥା ରହିଛି । ଆସନ୍ତୁ ନଜର ପକାଇବା ଏ ଭଳି କିଛି ପ୍ରଥା ଉପରେ.. । ଚେକ ରିପବ୍ଲିକରେ ସେଓ କାଟିଥାନ୍ତି । ସେଓ ଦୁଇଫାଳ ହେବା…

ପୁରୀ ହେଲା ମହାନଗର ନିଗମ

ଭୁବନେଶ୍ୱର: ପୁରୀକୁ ଆନୁଷ୍ଠାନିକ ଭାବରେ ପୌରପାଳିକାରୁ ମହାନଗର ନିଗମକୁ ଉନ୍ନୀତ କରାଯାଇଥିବା ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରାଞ୍ଚଳ ଶାସନ ଏବଂ ଭିତ୍ତିଭୂମି ବିକାଶକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।…

ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ

ନୂଆଦିଲ୍ଲୀ: ଯେତେବେଳେ ବିଶ୍ୱର ଅଧିକାଂଶ ଦେଶ ଏପର୍ଯ୍ୟନ୍ତ ରାତି ୧୨ଟା ବାଜିବାକୁ ଅପେକ୍ଷା କରିଛନ୍ତି, ପ୍ରଶାନ୍ତ ମହାସାଗରର ଦୁର୍ଗମ ଅଞ୍ଚଳରେ ସ୍ଥିତ ଦୁଇଟି ଦ୍ବୀପରେ ନୂତନ ବର୍ଷ ପାଳନ ଆରମ୍ଭ ହୋଇସାରିଛି । ଭାରତଠାରୁ ପ୍ରାୟ ୯ ଘଣ୍ଟା ପୂର୍ବରୁ ୨୦୨୬ ଏଠାରେ ପହଞ୍ଚିଛି । ବିଶ୍ୱର…

IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ

ନୂଆଦିଲ୍ଲୀ:ଭାରତରେ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି ଯେ ଜାନୁଆରୀ ୧ ତାରିଖରେ GIFT Cityରେ ଭାରତୀୟ AI ଗବେଷଣା ପ୍ରତିଷ୍ଠାନ(IAIRO-Indian AI Research…

Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…

ପାରାଦୀପ: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍ । ପାରାଦୀପରେ ୩ କିଲୋମିଟର ବେଳାଭୂମି ହେବ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୪ କୋଟି ଟଙ୍କା । ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନବ ସମ୍ବଳ ବିଭାଗର ପ୍ରମୁଖ ସଚିବ ଏନବିଏସ ରାଜପୁତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ…