ରାସ୍ତାରେ ଗଡିବନି ବାଇକ, ରାଲିକୁ ମନା
କୋଲକାତା: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସମଗ୍ର ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ କଡ଼ା କଟକଣା ଜାରି କରିଛନ୍ତି। ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ କମିଶନ ବାଇକ୍ ରାଲି, ରାତିରେ ଗାଡ଼ି ଚାଳନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ବାଇକ…