ଜିରୋନାଇଟ୍ ଓ ନୂଆବର୍ଷ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ, ସମୁଦ୍ର କୂଳରେ ୪୦୦ ଲାଇଫ୍ଗାର୍ଡ
ଭୁବନେଶ୍ବର: ଇଂରାଜୀ ନବବର୍ଷ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମଗ୍ର ଓଡ଼ିଶାବାସୀଙ୍କୁ ସତର୍କତାର ସହିତ ସେଲିବ୍ରେସନ କରିବାକୁ ଅନୁରୋଧ କରିଛନ୍ତି ଓଡ଼ିଶା ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ।
ନବବର୍ଷ ଅବସରରେ ପୁରୀରେ ଜନସମାଗମକୁ ଧ୍ୟାନରେ ରଖି ଓଡ଼ିଶା…