Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ନୂଆ CEO ହେବେ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା

ନୂଆଦିଲ୍ଲୀ : ବୁଧବାର ଦିନ ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ଅଯୋଧ୍ୟା ରାମ ମନ୍ଦିର ନୂଆ CEO ହେବେ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା।…

Hanuman Ansh: ୧୦ ଲକ୍ଷରୁ ଆରମ୍ଭ, ଏବେ ୫୪ କୋଟି ପାର୍! ‘ହନୁମାନ ଅଂଶ’ର କମାଲ ଦେଖି ଚମକିଲା ବକ୍ସ ଅଫିସ୍

ମୁ୍ମ୍ବାଇ: ବକ୍ସ ଅଫିସରେ ଏବେ ଚର୍ଚ୍ଚାରେ ଶୋଭିନାୱ ସତ୍ୟାଙ୍କ ଅଭିନୀତ ଭକ୍ତିଭିତ୍ତିକ ଫିଲ୍ମ ‘ହନୁମାନ ଅଂଶ’। ନୀମ କରୋଲି ବାବାଙ୍କ ଜୀବନକୁ ଆଧାର କରି ନିର୍ମିତ ଏହି ଫିଲ୍ମ ଆରମ୍ଭରେ ଧିମା ଥିଲେ ମଧ୍ୟ ଏବେ ବକ୍ସ ଅଫିସରେ ଜବରଦସ୍ତ କମାଲ କରୁଛି। ରିଲିଜ୍‌ର ଚତୁର୍ଥ ସପ୍ତାହରେ ଫିଲ୍ମର…

Glacial Lakes: ହିମାଳୟରେ କାୟା ମେଲାଉଛି ମୃତ୍ୟୁ! ଡରାଇଲାଣି ସାଟେଲାଇଟ୍ ଚିତ୍ର…ନେପାଳ ବନ୍ୟା ପରେ ବଢ଼ିଲା…

ନୂଆଦିଲ୍ଲୀ: ହିମାଳୟ ଉପରେ ବିପଦର ଛାୟା ଧୀରେଧୀରେ ଘନାଉଛି। ଗ୍ଲେସିୟର ତରଳିବା, ପାହାଡ଼ ଢାଲ ଅସ୍ଥିର ହେବା ଏବଂ ହଠାତ୍ ବନ୍ୟା…ଏସବୁ ମିଶି ମିନିଟ୍‌ ମଧ୍ୟରେ ବଡ଼ ବିପର୍ଯ୍ୟୟ ଘଟାଇପାରେ। ନେପାଳର ସଦ୍ୟ ବିନାଶକାରୀ ବନ୍ୟା ଏହି ବିପଦକୁ ପୁଣିଥରେ ସାମ୍ନାକୁ ଆଣିଛି। ଭାରତ ଏବେ ଉପଗ୍ରହ…

ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା!

କଟକ: ଚିନ୍ତା ବଢାଇଲାଣି ଡେଙ୍ଗୁ। ବାଙ୍କୀ ଢସଂର ଓ ଡମପଡ଼ାରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏବେ ଉକ୍ତ ଅଞ୍ଚଳରେ ଡେଙ୍ଗୁ ଆତଙ୍କ ଖେଳିଯାଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବାବେଳେ ଆଉ ଜଣେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଲେ ବାଙ୍କୀ ଉପଖଣ୍ଡ…

Odisha DGP: ଡିଜିପି ଚୟନ ମାମଲା:ସୁପ୍ରିମକୋର୍ଟରେ ଶୁଣାଣି ସେପ୍ଟେମ୍ବର ୭କୁ ଘୁଞ୍ଚିଲା

ଭୁବନେଶ୍ବର:ରାଜ୍ୟରେ ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣିକୁ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି କରିବେ ।…

ନୂଆ ଡ୍ରେସକୋଡ ଲଞ୍ଚ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍; ଝଲସୁଛି ଭାରତୀୟ କଳା ଓ ସଂସ୍କୃତି 

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏହାର କ୍ୟାବିନ କ୍ରୁ ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ଏକ ନୂତନ ୟୁନିଫର୍ମ ଲଞ୍ଚ କରିଛି। ସେପ୍ଟେମ୍ବର ୧ ତାରିଖରୁ ବିମାନ କମ୍ପାନୀର ସମଗ୍ର ନେଟୱାର୍କରେ ନୂଆ ୟୁନିଫର୍ମକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ୧୭ ତମ ଦିବସରେ ଗଣତିମଣତି କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ୧୧ ଟା ୧୫ ରୁ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇ ୭ ଟା ୩୮ ପର୍ଯ୍ୟନ୍ତ…

Rising Sea Levels: ସମୁଦ୍ରରେ ଲୀନ ହେବ ମୁମ୍ବାଇ-କୋଲକାତା? ୧.୪ କୋଟି ଲୋକଙ୍କ ଘରକୁ ବିପଦ, ଜାତିସଂଘର ଭୟଙ୍କର…

ନୂଆଦିଲ୍ଲୀ: ସମୁଦ୍ର କୂଳରେ ଥିବା ସହରଗୁଡ଼ିକ ପାଇଁ ଆସୁଛି ବଡ଼ ବିପଦ। ବଢ଼ୁଥିବା ସମୁଦ୍ର ଜଳସ୍ତର ଯୋଗୁ ଭାରତର ମୁମ୍ବାଇ ଓ କୋଲକାତା ସମେତ ଦକ୍ଷିଣ ଏସିଆର ଅନେକ ସହରରେ ଲକ୍ଷ ଲକ୍ଷ ଲୋକ ନିଜ ଘର ହରାଇବାର ଆଶଙ୍କାରେ ଅଛନ୍ତି। ଜାତିସଂଘର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏନେଇ ଭୟଙ୍କର ଚେତାବନୀ…

Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି,…

କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଫ୍ଲାସ୍‌ ଫ୍ଲଡ୍‌ ପରେ ଚାରିଆଡ଼େ ଧ୍ବଂସ ବିଧ୍ବଂସରର ଚିତ୍ର। ଜୁଆଡେ ଚାହିଁଲେ ଖାଲି ମାଡି ଯାଇଛି ମାଟିର ଆସ୍ତର । ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି। ଦେଖିଲେ ଲାଗୁଛି ନେପାଳର ସର୍ବାନାଶ…

ନେପାଳ ବନ୍ୟା ବିଭୀଷିକା; ମୃତ୍ୟୁ ସଂଖ୍ୟା ୧୧୨୭କୁ ବୃଦ୍ଧି, ୪୮୦୦ ଏବେବି ନିଖୋଜ

କାଠମାଣ୍ଡୁ: ପଡ଼ୋଶୀ ନେପାଳରେ ସମ୍ପ୍ରତି ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ସୃଷ୍ଟି କରିଛି। ନେପାଳ ପୋଲିସର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ହୃଦୟବିଦାରକ ଘଟଣାରେ ମୃତ୍ୟୁ ସଂଖ୍ୟା ୧,୧୨୭ରେ ପହଞ୍ଚିଛି। ବିପର୍ଯ୍ୟୟର ଗୋଟିଏ ସପ୍ତାହ ପରେ ମଧ୍ୟ ସୁରକ୍ଷା ବାହିନୀ ଏବଂ…