ନୋ ପିୟୁସିସି, ନୋ ଫୁଏଲ ନୀତି; ପୁଣି ବଢିଲା ଅବଧି
ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ବିନା ନୋ ଫୁଏଲ' ନୀତି ଲାଗୁ କରିବା ପାଇଁ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବୁଧବାର ଦିନ ସୂଚନା ଦେଇଛନ୍ତି।
ତେବେ ଗାଡ଼ି ଚାଳକ ମାନଙ୍କୁ ଅଯଥା ଚାପ ବିନା ଆବଶ୍ୟକ…