ଭୂସ୍ଖଳନ ବେଳେ ନିଖୋଜ ଥିଲେ ଶିକ୍ଷକ, ୧୪ ଦିନ ପରେ ଜୀବିତ ଉଦ୍ଧାର
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ସମୟରେ ନିଖୋଜ ହେବାର ଦୁଇ ସପ୍ତାହ ପରେ ଜଣେ ଶିକ୍ଷକଙ୍କୁ ଏକ ପାହାଡ଼ ନିକଟସ୍ଥ ଗାତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ହେଲେ ମୋହନ ମହାରଣା, ଯିଏ ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ଼ ପଞ୍ଚାୟତର ଏକ…