Overstaying Cops Under Scanner: ଗାଦିମଡା ପୋଲିସ୍ ବାବୁଙ୍କୁ ସରକାରୀ ଛାଟ, ରହିପାରିବେନି ୩ ବର୍ଷରୁ ଅଧିକ…
ଭୁବନେଶ୍ୱର: ସାବାଡ଼ ହେବେ ଗାଦିମଡା ପୋଲିସ୍ ବାବୁ। ସରକାର ଦେଲେ କଡା ନିର୍ଦ୍ଦେଶ। ୩ ବର୍ଷରୁ ଅଧିକ ସମୟ ପାଇଁ ଗୋଟିଏ ଷ୍ଟେସନରେ ରହିଥିବା ପୋଲିସଙ୍କ ଉପରେ ନଜର।
ସରକାରଙ୍କ ବଦଳି ନୀତି ଉଲ୍ଲଂଘନ କରି ସେମାନଙ୍କ ପୋଷ୍ଟିଂରେ ଅଧିକ ସମୟ ରହିଆସିଥିବା ପୋଲିସ ଅଧିକାରୀମାନେ ଏବେ ଯାଞ୍ଚର…