ସବ ଜୁନିୟର ମହିଳା ହକି: ସେମିରେ ଓଡିଶା, ପ୍ରିୟଙ୍କାଙ୍କ ଜବରଦସ୍ତ ପ୍ରଦର୍ଶନ
ରାଂଚୀ: ସବୁ ଜୁନିୟର ମହିଳା ହକିରେ ଓଡିଶା ଟିମ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଓଡିଶା ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚରେ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଏକତରଫା ୮-୧ ଗୋଲରେ ପରାସ୍ତ କରିଛି । ପ୍ରିୟଙ୍କା ମିଞ୍ଜ ଚମତ୍କାର ପ୍ରଦର୍ଶନ କରି ଓଡିଶା ପକ୍ଷରୁ ସର୍ବାଧିକ ୪ଟି ଗୋଲ ସ୍କୋର…