ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୪-୧ରେ ଜିତି ନେଇଛି । ବିଶ୍ୱକପ ପୂର୍ବରୁ ଏହି ବିଜୟ ନିଶ୍ଚିତ ଭାବେ ଦଳର ମନୋବଳ ବଢ଼ାଇବ । ତଥାପି କେତେକ ପ୍ରଶ୍ନର ଉତର ଟିମ ଇଣ୍ଡିଆ ଖୋଜୁଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା…