Iran fires back at Trump: ଆମେରିକାର ୪୮ ଘଣ୍ଟାର ଅଲଟିମେଟମକୁ ଖାତିର କଲାନି ଇରାନ, ଟ୍ରମ୍ପଙ୍କୁ କଲା କଟାକ୍ଷ
ନୂଆଦିଲ୍ଲୀ: ଇରାନ ଆମେରିକାର ୪୮ ଘଣ୍ଟାର ଅଲଟିମେଟମ୍ ପ୍ରତ୍ୟାଖ୍ୟାନ କରିଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅସହାୟ ଏବଂ ଭୟଭୀତ ବୋଲି କହିଛି। ଆଉ ତାଙ୍କ ଚେତାବନୀକୁ ଅସନ୍ତୁଳିତ ଏବଂ ମୂର୍ଖତାପୂର୍ଣ୍ଣ ବୋଲି କହି ଖାରଜ କରିଥିଲା। IRGC…