Latest Odisha News

ସୀମା ବିବାଦକୁ ନେଇ ଚୀନ ସହ କଥା ହେବା ନିହାତି ଜରୁରୀ: ମୋଦୀ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା ‘ନ୍ୟୁଜ୍ ୱିକ୍’ ସହିତ ହୋଇଥିବା ଏକ ସାକ୍ଷାତକାରରେ ପିଏମ ମୋଦୀ କହିଛନ୍ତି ଯେ, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ଚାହୁଁଛି ଯେ, ଚୀନ ଏବଂ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଆମର ପରସ୍ପର ସହିତ…

ଭାରତ ଆସିବେ ଏଲନ୍ ମସ୍କ, ଟେସ୍ଲା ମୋଟର୍ସ କାରଖାନା ସ୍ଥାପନ ପାଇଁ ମୋଦୀଙ୍କ ସହ କରିପାରନ୍ତି ଆଲୋଚନା

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଟେସ୍‍ଲା ମୋଟର୍ସର ମାଲିକ ଏଲନ୍‍ ମସ୍କ । ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିପାରନ୍ତି ଏଲନ୍ ମସ୍କ । କିନ୍ତୁ ମସ୍କଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଭାରତରେ ଟେସ୍‍ଲା ମୋଟର୍ସର ସ୍ବତନ୍ତ୍ର କାରଖାନା…

ଗଜପତିର ଖଜୁରି ଗୁଡ଼କୁ ମିଳିଲା ଜିଆଇ ମାନ୍ୟତା

ଗଜପତି: ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ମିଳିଛି ଭୌଗୋଳିତ ସଂକେତ ବା ଜିଆଇ ଟ୍ୟାଗ୍ ମାନ୍ୟତା । ଗଜପତିର ଗୁଡ ଚାଷୀ ବହୁତ ଦିନ ହେଲା ଧାରଣାରେ ବସିଥିବା ବେଳେ ତାଙ୍କ ଦାବି ଆଜି ପୂରଣ ହୋଇଛି । ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ଦେଶ ବିଦେଶରେ ଆହୁରି ବୃଦ୍ଧି ହେବା ସହ ଅନେକ…

ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ହାଲୁକା ବର୍ଷା

ଭୁବନେଶ୍ଵର: ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗର ନିମ୍ନଚାପ ରେଖା ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଏଥିସହ ରାଜ୍ୟର ୧୪…

ବିଶ୍ଵ ଛେନାପୋଡ ଦିବସ, ଜିଆଇ ଟ୍ୟାଗକୁ ଆଉ କେତେଦିନ…

ଭୁବନେଶ୍ଵର: ମିଠା, ନାଁ ଶୁଣୁ ଶୁଣୁ ନା ନା ପ୍ରକାରର ସ୍ୱାଦିଷ୍ଟ ମିଠା ମନକୁ ଆସିଯାଏ । ଓଡିଆଙ୍କ ପରମ୍ପରା ତ ପିଠା ଆଉ ମିଠାରୁ ଜଣା ପଡିଯାଏ । ପଖାଳ ଦିବସ, ରସୋଗଲା ଦିବସ ଭଳି ଆଜି ହେଉଛି ଛେନା ପୋଡ ଦିବସ । ଛେନାପୋଡ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଥରେ ଯିଏ ଏହାର ସ୍ୱାଦ ପାଇଛି ଆଉ…

ନିର୍ବାଚନ ୨୦୨୪: ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଉ ମାତ୍ର ଦିନ କେଇଟା ବାକି । ସେଥିପାଇଁ ଚଳଚଞ୍ଚଳ ସବୁ ରାଜ୍ୟ ସହ ରାଜନୈତିକ ଦଳ । ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ତେବେ ଚଳିତ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ…

ତୁଳସୀ ମଞ୍ଜି ଖାଇଲେ ଆଉ ହେବନି ଏହିସବୁ ରୋଗ

ଭୁବନେଶ୍ବର: ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଶରୀର ପାଇଁ ତୁଳସୀ ବେସ ଉପଯୋଗୀ। ଅନେକ ରୋଗର ଚିକିତ୍ସା ପାଇଁ ତୁଳସୀକୁ ବ୍ୟବହାର କରାଯାଏ। କେବଳ ତୁଳସୀ ନୁହଁ ଏହାର ମଞ୍ଜି ମଧ୍ୟ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଯାହା ଆପଣଙ୍କ ରକ୍ତ ଚାପ ଏବଂ…

ଆଜି ଇଦ୍, ଚଳଚଞ୍ଚଳ ମସଜିଦ

ଭୁବନେଶ୍ବର: ସାରା ଦେଶରେ ପାଳନ ହେବ ଆଜି ଇଦ୍। ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ,ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ। କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଇଦ୍ ଚାନ୍ଦ ଦେଖାନଯିବାରୁ ଏଥର ରମଜାନ ୩୦ ଦିନ ପାଳନ ହୋଇଛି । ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା…

ପ୍ରଚାର ପାଇଁ ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ ତାରିଖ। ରାଜନୈତିକ ଦଳ ପ୍ରଚାର ପ୍ରସାର ଅଭିଯାନକୁ ଖୁବ ଚଞ୍ଚଳ କରିଲେଣି। ୨୦୨୪ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ରାଜନୈତିକ ଦଳ ପାଇଁ ଷ୍ଚାର ପ୍ରଚାରକ ପ୍ରଚାର କରୁଥିବା ବେଳେ ହେବି ୱେଟ ନେତା ମଧ୍ୟ ଜୋରସୋରରେ ଚଲାଇଛନ୍ତି ପ୍ରଚାର ଅଭିଯାନ। ତେବେ…

ପ୍ୟାରିସ ଅଲିମ୍ପିକ୍ସ: ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ୱର୍ଣ୍ଣ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ଦେବ ୪୨ ଲକ୍ଷ

ମୋନାକୋ: ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ଏବଂ ଫିଲ୍ମଡର ୪୮ ଇଭେଂଟରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ପାଖାପାଖି ୪୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ଦେବ । ଭାରତର ନୀରଜ ଚୋପ୍ରା ଭଲ ପ୍ରଦର୍ଶନ କରି ଏହି ପୁରସ୍କାର ହାତେଇ ପାରନ୍ତି । ଗତ ଅଲିମ୍ପିକ୍ସରେ ସେ ଜ୍ୟାଭେଲିନ…