Latest Odisha News

ଦଳ ଡେଇଁବା ପରେ ଗଣେଶ୍ବରଙ୍କୁ ବିଜେଡି ଭିତରୁ ଜୋରଦାର ବିରୋଧ

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସରୁ ଶାସକ ଦଳରେ ଯୋଗ ଦେବା ପରେ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦଳୀୟ କର୍ମୀ ଓ ନେତାମାନେ ଗଣେଶ୍ବର ବେହେରାଙ୍କ ପ୍ରବେଶକୁ ତୀବ୍ର ବିରୋଧ କରିବା ସହ ଆମଦାନୀ ହୋଇଥିବା ନେତାଙ୍କୁ ନିର୍ବାଚନ…

ଲକ୍ଷ୍ମୀ ବସ ସହ ମୋଟର ସାଇକେଲର ଧକ୍କା, ଜଣେ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସାରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ମୋଟର ସାଇକେଲରେ ଆରୋହୀ ମାନେ ହେଲେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମିକି ମହାନନ୍ଦିଆ। ଦୁର୍ଘଟଣାରେ ଆହତ…

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା, ୨ଟି ଫ୍ଲାଟ୍ ରୁ ଲୁଟି ନେଲେ

ଭୁବନେଶ୍ବର: ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ପାହାଳସ୍ଥିତ ଅଂଚଳରେ ଥିବା ମେଟ୍ରୋ ସାଟେଲାଇଟ ସିଟି ଆପାର୍ଟମେଣ୍ଟରୁ କଲେ ଲୁଟ୍ । ସିସିଟିଭି କ୍ୟାମେରାରେ ଲୁଟ୍ ର ଦୃଶ୍ୟ କଏଦ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୭ ରୁ ଅଧିକ ଲୁଟେରା ଆସି ଏହି ଆପାଟମେଣ୍ଟର…

ଚାଏ ୱାଲା ହେବେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୧୨ର ବ୍ରାଣ୍ଡ ଆମ୍ବାସଡର !

ନୂଆଦିଲ୍ଲୀ: ସାମାନ୍ୟ ଚାଏ ୱାଲା ହେବେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ।ହଁ ଆଜ୍ଞା ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏ ୱାଲା। ଏହି ଖବରଟି ବର୍ତମାନ  ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଖବରଟି…

ରାଜଧାନୀରେ ପୁଣି କଳା କାଚ ଧରପଗଡ, ନିୟମ ନମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ । ପୋଲିସ…

ପୁରୀ ବେଳାଭୂମିରେ ଶହ ଶହ ଜେଲିଫିସ୍; ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ, ଅସନ୍ତୋଷ ପର୍ଯ୍ୟଟକ

ପୁରୀ: ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏହାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । ତେଣୁ…

କ୍ୟାପଟେନ କୁଲ ଧୋନି ଫୁଣି ଫେରିଲେ ପୂରୁଣା ଅନନ୍ଦାଜରେ

ନୂଆଦିଲ୍ଲୀ: ଗତ ସୋମବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍-କୋଲକାତା ନାଇଟ୍ ରାଇଡର୍ସ । ଚେନ୍ନାଇ  କେକେଆରକୁ ୭ ୱିକେଟ୍ ରେ ପରାସ୍ତ କରିଥିଲା । ଲଗାତାର ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଗତ କାଲି ଟୁର୍ନାମେଣ୍ଟରେ ଜିତିଛି । କୋଲକାତା ନାଇଟ ରାଇଡର୍ସ…

ରବୀନ୍ଦ୍ର ଜାଡେଜାଙ୍କୁ ମିଳିଲା ନୂଆ ନାମ

ଚେନ୍ନାଇ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଯେତେବେଳେ ବି ଅସୁବିଧାରେ ପଡିଛି ରବୀନ୍ଦ୍ର ଜାଡେଜା ସଙ୍କୋଟମୋଚକ ସାଜିଛନ୍ତି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସେ ଦଳକୁ ବିଜୟୀ କରାଇଛନ୍ତି । ସୋମବାର କେକେଆର ବିପକ୍ଷ ମୁକାବିଲାରେ ସେ ୩ଟି ୱିକେଟ ନେଇ ଦଳକୁ ସୁବିଧାଜନକ ସ୍ଥିତିରେ…

ରାଜମୌଲିଙ୍କ ଫିଲ୍ମରେ ନଜର ଆସିବେ ଦଙ୍ଗଲ ହିରୋ

ମୁମ୍ବାଇ: ଦଙ୍ଗଲ ହିରୋ ଏବେ  ବଡ ପରଦାରୁ ଦୂରରେ ଅଛନ୍ତି । ଅମୀର ଖାନ୍ ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ  ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଯାହା  ଖବର ରହିଛି,  ଅମୀର ଖାନ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏସ.ଏସ୍ ରାଜମୌଲିଙ୍କ ଆଗାମୀ…

ଗନ୍ଧମାର୍ଦ୍ଦନ ପର୍ବତରେ ସୁରକ୍ଷାକର୍ମୀ-ମାଓ ମୁହାମୁହିଁ, ଗୁଳି ବିନିମୟ ଜାରି

ବରଗଡ଼: ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ଓ ମାଓ ଗୁଳିବିନିମୟ । ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏହି ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ । ସୂଚନା ମୁତାବକ,…