Latest Odisha News

ତୃତୀୟ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ନୂଆ ଚେହେରାକୁ ଗୁରୁତ୍ବ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ରେଙ୍ଗାଲି ବିଧାନସଭା ଆସନ ପାଇଁ ସୁଦର୍ଶନ ହରିପାଲଙ୍କୁ ପ୍ରାର୍ଥୀ କରାଯାଇଛି। ରାଉରକେଲା ପାଇଁ ସାରଦା ପ୍ରସାଦ ନାୟକ,…

କେବଳ ରୋହିତ ନୁହେଁ ଏମାନେ ବି ଛାଡି ପାରନ୍ତି ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପରେ ରୋହିତ ଶର୍ମାଙ୍କ ସମେତ ଯଶପ୍ରୀତ ବୁମରାହ ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ପାଇଁ ନିଷ୍ପତି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ରୋହିତ ମୁମ୍ବାଇ ପକ୍ଷରୁ ୧୪ ବର୍ଷ ଖେଳିଥିବା ବେଳେ ସୂର୍ଯ୍ୟକୁମାର ୯ ଓ ବୁମରାହଙ୍କ ୧୨ ବର୍ଷର ଅଭିଜ୍ଞତା…

ଓଡ଼ିଶାର ସାମଗ୍ରିକ ବିକାଶ କରିବାରେ ବିଫଳ ହୋଇଛି ବିଜେଡ଼ି : ବିଜେପି

ଭୁବନେଶ୍ୱର: ବିଜେପିରେ ଯୋଗ ଦେଲେ ଜଗତସିଂହପୁର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକ ଭାବେ…

କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ

ଭୁବନେଶ୍ଵର: କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ । ଆଏଏସ ଅରିନ୍ଦମ ଡାକୁଆଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଆଏଏସ ଅନୁପମ ଶାହାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ କଟକ, ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି…

ବିଜେଡିର ଛିଣ୍ଡୁନି ବାଲେଶ୍ୱର ଅଙ୍କ !

ଭୁବନେଶ୍ୱର: ବିଜେଡିର ବାଲେଶ୍ୱର ଦ୍ୱନ୍ଦ୍ୱ । ରାଜ୍ୟର ୨୦ଲୋକସଭା ସିଟରେ ସରିଛି ପ୍ରାର୍ଥୀ ଘୋଷଣା । କାହିଁକି ହୋଇପାରୁନି ବାଲେଶ୍ୱର ନିଷ୍ପତ୍ତି ? ପ୍ରାର୍ଥୀଙ୍କୁ ନେଇ କେଉଁଠି ରହିଛି କନଫ୍ୟୁଜନ୍ ? ପୁଣି ରିପିଟ୍ ହେବେ କି ରବୀନ୍ଦ୍ର ଜେନା ? ନା ନୂଆ ଚେହେରା ଦେଇ ଚମକାଇବ ବିଜେଡି ?…

ଏଣିକି ୟୁପିଆଇ ମାଧ୍ୟମରେ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ଲୋକେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ ଘୋଷଣା । ଏଣିକି ୟୁପିଆଇ ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ଆପଣ । ବ୍ୟାଙ୍କ ନ ଯାଇ ଏବଂ ବିନା ଡେବିଟ୍ କାର୍ଡ ବ୍ୟବହାର କରି ଆପଣ ଘରେ ବସି ଅତି ସହଜରେ ନିଜ ଆକାଉଣ୍ଟରେ ପଇସା ଜମା କରିପାରିବେ । ଭାରତୀୟ ରିଜର୍ଭ…

ଗୁଡିପଡଓ୍ବା ଦିନ ନିଲାମ ହେବ ଶ୍ରୀ ସିଦ୍ଧି ବିନାୟକଙ୍କ ସ୍ବର୍ଣ୍ଣ ଅଳଙ୍କାର

ମୁମ୍ବାଇ: ମୁମ୍ବାଇ ସ୍ଥିତ ଶ୍ରୀ ସିଦ୍ଧି ବିନାୟକଙ୍କ ସ୍ବର୍ଣ୍ଣ ଅଳଙ୍କାର ମାନ ନିଲାମ ହେବ । ଏପ୍ରିଲ ୯ ତାରିଖ ଦିନ ଅର୍ଥାତ୍ ଗୁଡିପଡଓ୍ବା ଭଳି ପବିତ୍ର ଦିନରେ ଭଗବାନଙ୍କୁ ଦିଆଯାଇଥିବା ସୁନା ଅଳଙ୍କାରର ନିଲାମ ହେବ । ଦିନ ୧୧ ଟା ସମୟରେ ମହାରାଷ୍ଟ୍ରର ମୁମ୍ବାଇର ଶ୍ରୀ ସିଦ୍ଧବିନାୟକ ଗଣପତି…

ସ୍ୱାମୀ ସହ ଝଗଡ଼ା କରି ୯ ମାସର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କେନ୍ଦ୍ରାପଡା: ସ୍ୱାମୀଙ୍କ ସହ ଝଗଡ଼ା କରି ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଜଣେ ଯୁବକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ହାଇକୋର୍ଟଙ୍କ ମଦ୍ରାସା ଉଚ୍ଛେଦ ଆଇନ୍ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଆଣିଥିବା ମଦ୍ରାସା ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ମଦ୍ରାସା ଆଇନ ୨୦୦୪କୁ ଅସାମ୍ବିଧାନିକ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏନେଇ…

ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

ଭୁବନେଶ୍ଵର: ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ । ସମ୍ପୁର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧.୦୦ ଓ ଅପରାହ୍ନ ୩.୩୦…