ବିସିସିଆଇ ନିକଟରେ ବଡ ଡିମାଣ୍ଡ ରଖିଲେ ଅଜିତ ଅଗରକର
ନୂଆଦିଲ୍ଲୀ: ଅଜିତ ଅଗରକର ଚୟନ କମିଟି ମୂଖ୍ୟ ହେବା ପରଠାରୁ ଭାରତୀୟ କ୍ରିକେଟ ଟିମ ୩ଟି ଆଇସିସି ଟ୍ରଫି ହାସଲ କରିଛି । ଏବେ ଅଗରକର ଏକ ବଡ ଡିମାଣ୍ଡ ବିସିସିଆଇ ନିକଟରେ ରଖିଛନ୍ତି । ଯଦି ବିସିସିଆଇ ତାଙ୍କ କଥା ଶୁଣେ ତେବେ ବୋର୍ଡର ପ୍ରଚୂର ଲାଭ ହେବ । ଅଗରକର ତାଙ୍କ କଂଟ୍ରାକ୍ଟ ବୃଦ୍ଧି…