ସବୁବେଳେ ଆପଣଙ୍କର ପାଦ ଫୁଲା ରହୁଛିକି.. ସାବଧାନ! ଏହା ହୃଦରୋଗର ଲକ୍ଷଣ
ନୂଆଦିଲ୍ଲୀ: ଶୀତ ୠତୁ ଚାଲିଛି ଏବଂ ଏହି ସମୟରେ ହୃଦରୋଗର ଆଶଙ୍କା ବୃଦ୍ଧି ପାଏ। ଶୀତ ଋତୁରେ ହୃଦଘାତର ମାମଲା ବିଶେଷ ଭାବରେ ଅଧିକ ଥାଏ। ହୃଦଘାତର ଏକ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଆପଣ କ’ଣ ଜାଣନ୍ତି କି ଗୋଡର ଶିରାଗୁଡ଼ିକ ମଧ୍ୟ ହୃଦୟ ସହିତ ଜଡିତ? ଯଦି ଗୋଡର…