Latest Odisha News

BREAKING NEWS

ମହାରାଷ୍ଟ୍ରରେ ମୁସଲିମ କୋଟା ରଦ୍ଦ; ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମିଳିବନି ସଂରକ୍ଷଣ

ମୁମ୍ବାଇ: ମହାରାଷ୍ଟ୍ରରେ ଶେଷ ହେଲା ମୁସଲିମ ସଂରକ୍ଷଣ। ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମୁସଲିମ ମାନଙ୍କୁ ମିଳୁଥିବା ୫ ପ୍ରତିଶତ କୋଟାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଛନ୍ତି ରାଜ୍ୟ ସରକାର। ସାମାଜିକ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ଏକ ସରକାରୀ ସଂକଳ୍ପ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ…

Solar Eclipse: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଲା ପୃଥିବୀର ସବୁଠାରୁ ଚମତ୍କାର ସୂର୍ଯ୍ୟଗ୍ରହଣ, ଆପଣ ବି ହୋଇଯିବେ…

ନୂଆଦିଲ୍ଲୀ: ଆଣ୍ଟାର୍କଟିକାରେ ବିଶ୍ଵର ସବୁଠାରୁ ଚମତ୍କାର ସୂର୍ଯ୍ୟଗ୍ରହଣ ଦେଖାଯାଇଛି। ୧୭ ଫେବୃଆରୀରେ ଆଣ୍ଟାର୍କଟିକାର ଦୁର୍ଗମ, ବରଫ ଆଚ୍ଛାଦିତ ଅଞ୍ଚଳରେ ଦେଖାଯାଇଥିବା ଏହି ସୂର୍ଯ୍ୟଗ୍ରହଣକୁ ଏକ ବିରଳ ଏବଂ ଉଲ୍ଲେଖନୀୟ ଖଗୋଳୀୟ ଘଟଣା ଭାବରେ ବିବେଚନା କରାଯାଏ। ଏହି ଘଟଣାର ଏକ ଭିଡିଓ ମଧ୍ୟ…

PF ସୁଧ ହାର ବଢ଼ିବ ନା କମିବ ? ମାର୍ଚ୍ଚ ୨ରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ବଡ଼ ଖବର । ଆପଣଙ୍କ PF ଜମା ଉପରେ ସୁଧ ହାର ବଢ଼ିବ ନା କମିବ, ତାହା ଖୁବଶୀଘ୍ର ସ୍ପଷ୍ଟ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୨ ତାରିଖରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ସୁଧ ହାର କେତେ…

ଚୀନ ରୋବୋଟିକ୍ ଡଗ ବିବାଦ; ଏଆଇ ସମିଟରୁ ବିଦା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ 

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଗତ ଦୁଇ ଦିନ ଧରି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ଫେବୃଆରୀ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ସମିଟ୍‌ରେ ବିଶ୍ୱର ଟେକ୍ ମହାରଥୀମାନେ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୩ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ପାଣିପାଗ ଏକ ନୂତନ ମୋଡ଼ ନେଉଛି। ଆଜି ପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଶୀତ ବିଦାୟ ନେବା ସହିତ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି। କାରଣ ଆସୁଛି ବଡ଼ ଲଘୁଚାପ। ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ…

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା

ସମ୍ବଲପୁର: ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା। ବୁର୍ଲାରେ ଲୋକେ ଅଟକାଇବାକୁ ଉଦ୍ୟମ କରି ହେଲେ ବିଫଳ। ନଦୀରୁ ଉଦ୍ଧାର ହେଲା ମୃତଦେହ। ମୃତକ ମହିଳା ବୁର୍ଲାର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ତେବେ ମହିଳାଜଣଙ୍କ କାହିଁକି ଜୀବନ ହାରିଲେ ତାହାର କାରଣ ଅସ୍ପଷ୍ଟ ରହିଛି।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପାଙ୍ଗୀ। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଲେ। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ। ଆଜି ତାଙ୍କର…

ଏହି ଦେଶର ଲୋକେ ପାଳନ୍ତି ନାହିଁ ସେମାନଙ୍କର ଜନ୍ମଦିନ, କାରଣ ଜାଣି ହୋଇଯିବେ ତାଜୁବ..

ନୂଆଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ବ୍ୟକ୍ତି ନିଜର ଜନ୍ମଦିନ ପାଳନ କରନ୍ତି। ଜନ୍ମଦିନେ କେକ୍ କାଟନ୍ତି, ପାର୍ଟି ମଧ୍ୟ କରନ୍ତି। ଜନ୍ମଦିନ ପାଳିବା ଏକ ସାଧାରଣ କଥା। ହେଲେ ଆମ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି କୌଣସି ବ୍ୟକ୍ତି ନିଜର ଜନ୍ମଦିନ ପାଳନ କରନ୍ତି ନାହିଁ। ଏହି ଦେଶ ହେଉଛି…

India France Deal: ରାଫେଲ, ହାମର, ପିନାକା… ଭାରତ-ଫ୍ରାନ୍ସ ବନ୍ଧୁତାରୁ ବିଶ୍ୱକୁ ବଡ଼ କୂଟନୈତିକ ବାର୍ତ୍ତା,…

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଭାରତ ଗସ୍ତରେ ଅଛନ୍ତି। ସେ ମଙ୍ଗଳବାର ମୁମ୍ବାଇର ଲୋକଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିଥିଲେ। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ଆଲୋଚନାର ଉଦ୍ଦେଶ୍ୟ ଥିଲା ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଆହୁରି ମଜବୁତ କରିବା…

ବିଧାନସଭାରେ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ତ୍ରୁଟିପୂର୍ଣ୍ଣ ପରିଚାଳନା ଅଭିଯୋଗରେ ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିବା ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାକୁ ମୁଲତବୀ ରଖାଯାଇଛି। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ମାତ୍ରେ ବିଜୁ ଜନତା ଦଳ (ବିଜେଡି) ଏବଂ…